ସେପ୍ଟେମ୍ବର ୩ରେ ଆରମ୍ଭ ହେବ ମାଲକାନଗିରି-ଭୁବନେଶ୍ୱର ବାଣିଜ୍ୟିକ ବିମାନ ସେବା
ମାଲକାନଗିରି ଜିଲ୍ଲାର ବାସିନ୍ଦାମାନେ ସେପ୍ଟେମ୍ବର ୩ତାରିଖରୁ ରାଜ୍ୟ ରାଜଧାନୀ ଭୁବନେଶ୍ୱର ସହିତ ସିଧାସଳଖ ବାଣିଜ୍ୟିକ ବିମାନ ସଂଯୋଗ ପାଇପାରିବେ। ଯାହା ଏହି ଦୁର୍ଗମ ସୀମାନ୍ତ ଜିଲ୍ଲା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ଲୋକଙ୍କ ଦୀର୍ଘଦିନର ଦାବି ପୂରଣ କରିବା ପାଇଁ ଆଶା କରାଯାଉଥିବା…
Read More...
Read More...