ଫେକ ବିଦ୍ୟୁତ ବିଲ ଆଦାୟ କରି ଯୁବକ ଗିରଫ
ବାଲିମେଳା(ସୂର୍ଯ୍ୟକାନ୍ତ ବେହେରା): ୟୁଟ୍ୟୁବରୁ ଦେଖି ଫେକ ବିଦ୍ୟୁତ ବିଲ ତିଆରି କରୁଥିଲେ ଯୁବକ । ଏପରି କରି ଦୀର୍ଘ ଦିନ ପର୍ଯ୍ୟନ୍ତ ନିରୀହ ଗରିବ ଆଦିବାସୀଙ୍କୁ ଠକି ଆସୁଥିଲେ । କିନ୍ତୁ ଆଜି ସେସବୁ ଧରା ପଡିଯାଇଛି । ଶେଷ ହୋଇଛି ୟୁଟୁବ ଖେଳ ।
ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକର…
Read More...
Read More...