Browsing Tag

malkanagiri

ଘରେ ପଶିଲା ଭାଲୁ

ମାଲକାନାଗିରି: ମାଲକାନାଗିରି ଏମ.ଭି-୭ ଗାଁରେ ମାତିଛି ଭାଲୁ । ତମସା ପଞ୍ଚାୟତର ଏମ.ଭି-୭ ଗାଁରେ ଦୁଇଟି ଭାଲୁ ଗତ କିଛି ଦିନରୁ ଆତଙ୍କ ଖେଳାଇଛନ୍ତି । ସନ୍ଧ୍ୟା ହେଲେ ଗାଁରେ ପଶି ଲୋକଙ୍କ ଘର କାନ୍ଥ ଭାଙ୍ଗିବା ସହିତ ଘରେ ଥିବା ଖାଦ୍ୟ ଶସ୍ୟ ନଷ୍ଟ କରୁଥିବା ଦେଖିବାକୁ ମିଳିଛି । ଗତକାଲି…
Read More...

ଗାଁ କଲ୍ୟାଣ ସମିତି ଗଠନ କର୍ମଶାଳା

ମାଲକାନାଗିରି(ସୂର୍ଯ୍ୟକାନ୍ତ ବେହେରା): ମାଲକାନଗିରି ସଦର ମହକୁମାରେ ଗାଁ କଲ୍ୟାଣ ସମିତିର ଗଠନ ଓ ପରିଚାଳନା ନେଇ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆଇଟିସି ମିଶନ ସୁନେହରାକଲରେ ମମତା ଓଡିଶା କାଲିମେଳା ଶାଖା ପକ୍ଷରୁ ଗାଁ କଲ୍ୟାଣ ସମିତି ସଦସ୍ୟଙ୍କୁ ନେଇ ଗାଁ କଲ୍ୟାଣ ସମିତିର…
Read More...

ଜିଲ୍ଲା ପାଠାଗାରରେ ତାଲା, ଦୂରତା ଯୋଗୁଁ ପାଠକ ଶୂନ…

ମାଲକାନଗିରି/ସୂର୍ୟ୍ୟକାନ୍ତ ବେହେରା : ମାଲକାନାଗିରି ଜିଲ୍ଲା ଡିଏନକେ ସ୍ଥିତ ସର୍କିଟ ହାଉସ ଠାରେ ଦୀର୍ଘ ଦିନ ହେବ କାର୍ଯ୍ୟକ୍ଷମ ହୋଇ ଆସୁଥିଲା ଜିଲ୍ଲା ପାଠାଗାର । ମାତ୍ର ପ୍ରାୟ ବର୍ଷେ ହେବ ପାଠାଗାରଟିକୁ ଜିଲ୍ଲା କ୍ରୀଡା କାର୍ଯ୍ୟାଳୟ ସମ୍ମୁଖରେ ଥିବା ମଡର୍ଣ୍ଣ ଡିଗ୍ରୀ କଲେଜ କୋଠାକୁ…
Read More...

ଜଙ୍ଗଲ ରାସ୍ତାରେ ଖଟିଆରେ ବୁହା ହେଲେ ଗର୍ଭବତୀ

ମାଲକାନାଗିରି(ସୂର୍ଯ୍ୟକାନ୍ତ ବେହେରା): ଆଦିବାସୀ ଅଧ୍ୟୁଷିତ ମାଲକାନଗିରିରେ ଦିନକୁ ଦିନ ବଢୁଛି ଜନନୀ ଯନ୍ତ୍ରଣା । ଆଜି ପୁଣି ଏମିତି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଖଇରପୁଟ ବ୍ଲକ ରାସବେଢା ପଞ୍ଚାୟତ କନ୍ଧଗୁଡା ଗ୍ରାମରେ । ଧନି ଖିଲଙ୍କ ପତ୍ନୀ ରାଧିକା ଖିଲ ଗର୍ଭ ଯନ୍ତ୍ରଣା…
Read More...

ଭାଲୁ ଉତ୍ପାତରେ ଭୟଭୀତ ଗାଁ ଲୋକେ

ମାଲକାନାଗିରି: ରାଜ୍ୟର ଅନେକ ସ୍ଥାନରେ ଭାଲୁ ଆତଙ୍କ ଦେଖା ଦେଉଛି । ମାଲକାନାଗିରି ଜିଲ୍ଲା ମଧ୍ୟ ଏଥିରୁ ବାଦ ପଡିନି । ତମସା ପଞ୍ଚାୟତ ଏମଭି-୭ ଗାଁରେ ଭାଲୁମାନଙ୍କର ଉତ୍ପାତରେ ଆତଙ୍କିତ ହୋଇ ରହୁଛନ୍ତି ସ୍ଥାନୀୟ ଲୋକେ । ପ୍ରତିଦିନ ସନ୍ଧ୍ୟାରେ ନିକଟସ୍ଥ ଜଙ୍ଗଲରୁ ଦୁଇଟି ଭାଲୁ ଗାଁକୁ ଆସି…
Read More...

୪୦ କୋଟି ଟଙ୍କାର ଜିନିଷ ନଷ୍ଟ

ମାଲକାନାଗିରି: ମାଲକାନାଗିରି ଜିଳ୍ଳାରେ ଚାଲିଛି ଅପରେସନ ଗ୍ରୀନ କ୍ଲିନ । ବଣ୍ଡାଘାଟିରେ ନଷ୍ଟ କରାଯାଇଛି ପାଖାପାଖି ୪୦ କୋଟି ଟଙ୍କାର ଜିନିଷ । ବଣ୍ଡାଘାଟିରୁ ଏଭଳି ଏକ ଘଟଣା ସାମନାକୁ ଆସିଛି । ମାଲକାନାଗିରି ବଣ୍ଡାଘାଟିର ବଡଡୁରାଲି ଅଞ୍ଚଳରେ ନଷ୍ଟ କରାଯାଇଛି ବିପୁଳ ପରିମାଣର ଗଞ୍ଜେଇ ଗଛ…
Read More...

ଯବାନଙ୍କ ଗୁଳିରେ ୫ ମାଓ ନିପାତ

ମାଲକାନାଗିରି: ମାଲକାନାଗିରି ଗାରାହପତି ଜଙ୍ଗଲରେ ପୁଣି ପୋଲିସ-ଆତଙ୍କବାଦୀ ମୁହାଁମୁହିଁ । ଏନକାଉଣ୍ଟରରେ ୫ ମାଓବାଦୀ ନିହତ । ଘଟଣାସ୍ଥଳରୁ ବନ୍ଧୁକ, ବିପୁଳ ପରିମାଣର ବିସ୍ଫୋରକ ଓ ମାଓ ସାମଗ୍ରୀ ଜବତ । ଏବେ ପର୍ଯ୍ୟନ୍ତ ଜଙ୍ଗଲରେ ଜାରି ରହିଛି ସର୍ଚ୍ଚ ଅପରେସନ । ଛତିଶଗଡ ମହାରାଷ୍ଟ୍ର…
Read More...

ପ୍ରେମ ସମ୍ପର୍କ କୁ ନେଇ ନାବାଳିକାର ଆତ୍ମହତ୍ୟା !

ମାଲକାନଗିରି/ସୂର୍ଯ୍ୟକାନ୍ତ ବେହେରା: ଅଳ୍ପ ବୟସରୁ ହୋଇଥିଲା ପ୍ରେମ, ଦୁହେଁ ସ୍ୱପ୍ନ ଦେଖୁଥୁଲେ ଆଗକୁ ସଂସାର ଗଢ଼ିବେ । ହେଲେ ଯେତେବେଳେ ନାବାଳିକା ଜଣଙ୍କ ଯୁବକଙ୍କୁ ବିବାହ କରିବାକୁ ମନା କରି ଦେଇଥିଲେ । ଯୁବକ ଜଣଙ୍କ ମୋବାଇଲରେ ରଖିଥିବା ଉଭୟଙ୍କ ଫଟୋକୁ ଭାଇରାଲ କରି ଦେବାର ଧମକ ଦେଇଥିଲେ…
Read More...

ବିଜେପିରୁ ଇସ୍ତଫା ଦେଲେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଲତା ମଣ୍ଡଳ

ମାଲକାନଗିର/ସୂର୍ଯ୍ୟକାନ୍ତ ବେହେରା : ବିଜେପିରୁ ଇସ୍ତଫା ଦେଲେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ତଥା ବିଜେପି ନେତ୍ରୀ ସୁଲତା ମଣ୍ଡଳ । ସେ ନିଜର ଇସ୍ତଫା ପତ୍ର ଜିଲ୍ଲା ସଭାପତିଙ୍କ ନିକଟକୁ ପଠାଇ ଛନ୍ତି । ଏ ନେଇ ସାମ୍ୱାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ଦୀର୍ଘ ବର୍ଷ ଧରି ସେ ବିଜେପି…
Read More...

କୁଡୁମୁଲୁଗୁମ୍ମାରେ ଗ୍ରାମ୍ୟ ସ୍ତରୀୟ କ୍ଲିନ ଇଣ୍ଡିଆ କାର୍ଯ୍ୟକ୍ରମ ଅନୁଷ୍ଠିତ

ମାଲକାନିଗିର/ ସୂର୍ଯ୍ୟକାନ୍ତ ବେହେରା : କୁଡୁମୁଲୁଗୁମ୍ମା ରେ ଗ୍ରାମ୍ୟ ସ୍ତରୀୟ କ୍ଲିନ ଇଣ୍ଡିଆ କାର୍ଯ୍ୟକ୍ରମ ଅନୁଷ୍ଠିତ । କୁଡୁମୁଲୁଗୁମ୍ମା ସ୍ଥିତ ଡାରଉଇନ ଡିଗ୍ରୀ ମହାବିଦ୍ୟାଳୟ ଓ ନେହେରୁ ଯୁବ କେନ୍ଦ୍ର ମିଳିତ ପ୍ରୟାସରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ…
Read More...