Browsing Tag

malkanagiri

ପୁଷ୍ପା-୨ ସୁଟିଂ ଲାଗି ପହଞ୍ଚିଲା ଲାଲ ଚନ୍ଦନକାଠ

ମାଲକାନଗିରି: ବେଶ୍ ଲୋକପ୍ରିୟ ‘ଚଳଚ୍ଚିତ୍ର ପୁଷ୍ପା ଦ ରାଇଜ’ ଦ୍ୱିତୀୟ ଭାଗ ‘ପୁଷ୍ପା ଦ ରୁଲ୍’ ମାଲକାନାଗିତି ଜିଲ୍ଲାରେ ସୁଟିଂ ହେବାକୁ ଯାଉଛି ।ଏନେଇ ମାଲକାନଗିରି ଜିଲ୍ଲା ସୀମାନ୍ତରେ ପଷ୍ପା-୨ ପାଇଁ କୃତିିମ ଲାଲ ଚନ୍ଦନ କାଠ ପହଞ୍ଚି ସାରିଛି ।କେବଳ ଯେ କୃତିମ ଲାଲ ଚନ୍ଦନ କାଠ ନୁହେଁ ତା…
Read More...

ଗୋଟିଏ ଟ୍ରକ ସହ ପୋକ୍ଲିନ ଜାଳି ଦେଲେ ମାଓବାଦୀ

ମାଲକାନଗିରି / ସୂର୍ୟ୍ୟକାନ୍ତ ବେହେରା : ପୁଣି ମାଓବାଦୀଙ୍କର ବର୍ବର କାଣ୍ଡ । ମାଲକାନଗିରି ସିମାନ୍ତ ଛତିଶଗଡର ଦନ୍ତେୱାଡା ଜିଲ୍ଲା ରେ ଘଟାଇଛନ୍ତି ଲଙ୍କାକାଣ୍ଡ । ଜିରୋଣ୍ଡୁଲ ନିକଟରେ ଜାଳିଦେଲେ ଗୋଟିଏ ଟ୍ରକ ସହ ପୋକ୍ଲିନ । କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଛତିଶଗଡ ଗସ୍ତକୁ ବିରୋଧ…
Read More...

ବିପୁଳ ମାଓ ସାମଗ୍ରୀ ସହ ବିସ୍ଫୋରକ ଜବତ କଲା ପୋଲିସ

ମାଲକାନଗିରି/ ସୂର୍ୟ୍ୟକାନ୍ତ ବେହେରା: ଓଡିଶା ପୋଲିସକ କୁ ମିଳିଛି ବଡ ସଫଳତା । ମାଲକାନାଗିରି ଜିଲ୍ଲା ସୀମାନ୍ତ ଆନ୍ଧ୍ରପ୍ରଦେଶର କୁସୁମପୁଟ ଅଞ୍ଚଳରେ ସର୍ଚ୍ଚ ଅପରେସନ ବେଳେ ଓଡିଶା ପୋଲିସ କୁ ମିଳିଲା ବିପୁଳ ମାଓ ସାମଗ୍ରୀ ଓ ବିସ୍ଫୋରକ ଜବତ ହୋଇଥିବା ନେଇ ମାଲକାନଗିରି ଏସପି କହିଛନ୍ତି ।…
Read More...

ଗଞ୍ଜେଇ ଚାଲଣରେ ସାହାର୍ଯ୍ୟ କରି ଗିରଫ ହେଲେ ପୋଲିସ

ମାଲକାନଗିରି / ସୂର୍ୟ୍ୟକାନ୍ତ ବେହେରା : ପୋଲିସ ହେଲେ ଗିରଫ । ବର୍ଦ୍ଦିରେ ଲିଗିଲା ଦାଗ । ଗଞ୍ଜେଇ ଚାଲଣରେ କରୁଥିଲେ ସାହାର୍ଯ୍ୟ । ଜଣେ କନେଷ୍ଟବଳ ଗଞ୍ଜେଇ ଚାଲଣରେ ସାହାର୍ଯ୍ୟ କରୁଥିବାରୁ ତାଙ୍କୁ ଗିରଫ କରି କୋଟ ଚାଲଣ କରାଯାଇଛି । ସୂଚନା ଅନୁଯାୟୀ, ମାଲକାନାଗିରି ଥାନା ମାର୍କାପାଲ୍ଲୀ…
Read More...

ଓଡ଼ିଶା ପୁଲିସକୁ ବଡ଼ ସଫଳତା : ଆତ୍ମସମର୍ପଣ କଲେ ୩ ମାଓବାଦୀ

ମାଲକାନଗିରି: ସାଧାରଣତନ୍ତ୍ର ଦିବସରେ ମାଲକାନଗିରି ପୋଲିସ ନିକଟରେ ଆତ୍ମସମର୍ପଣ କଲେ ୩ କୁଖ୍ୟାତ ମାଓବାଦୀ । ଆଜି ଜଣେ ମହିଳାଙ୍କ ସମେତ ୩ ମାଓବାଦୀ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ମହିଳା ମାଓବାଦୀଙ୍କ ଉପରେ ୧ ଲକ୍ଷ ଟଙ୍କା ପୁରସ୍କାର ରାଶି ଥିଲା । ଗୁଇନ୍ଦା ନିର୍ଦେଶକ, ଏଡିଜି…
Read More...

ମାଲକାନଗିରି ସ୍ୱତନ୍ତ୍ର ବିକାଶ ପରିଷଦ ପାଇଁ୧୩ ସଦସ୍ୟ ମନୋନୀତ

ଭୁବନେଶ୍ୱର: ମାଲକାନଗିରି ଜିଲ୍ଲାର ସ୍ୱତନ୍ତ୍ର ବିକାଶ ପରିଷଦ ପାଇଁ ଆଉ ୧୩ ଜଣ ସଦସ୍ୟ ଙ୍କୁ ମନୋନୀତ କରିଛନ୍ତି ସରକାର । ପୂର୍ବରୁ ଗତ ଶନିବାର ମାଲକାନଗିରି ପାଇଁ ୩ ଜଣ ସଦସ୍ୟ,୫ ଜଣ ସ୍ୱତନ୍ତ୍ର ସଦସ୍ୟ ଏବଂ ୩ ଜଣ ବିଶେଷଜ୍ଞ ସଦସ୍ୟ ଙ୍କୁ ମନୋନୀତ କରାଯାଇଥିଲା । ନୂତନ ଭାବେ ମନୋନୀତ ହୋଇଥିବା…
Read More...

୧୦ ଶିକ୍ଷକ ବହିଷ୍କୃତ : ବହିଷ୍କାର କଲେ ମାଲକାନଗିରି ଡିଇଓ

ମାଲକାନଗିରି: ଦୀର୍ଘ ଦିନ ଧରି ଅନୁପସ୍ଥିତ ଥିବା ୧୦ ଶିକ୍ଷକ ବହିଷ୍କୃତ | ୧୦ ଶିକ୍ଷକ/ଶିକ୍ଷୟତ୍ରୀଙ୍କୁ ବହିଷ୍କାର କଲେ ମାଲକାନଗିରି ଡିଇଓ | କାରଣ ଦର୍ଶାଅ ନୋଟିସ୍ ସତ୍ତେ୍ୱ ଉତ୍ତର ନ ମିଳିବାରୁ ନିଆଗଲା କାର୍ଯ୍ୟାନୁଷ୍ଠାନ | ଜିଲ୍ଲା ଶିକ୍ଷାଧିକାରୀ ମାନସ କୁମାର ଜେନା ସେମାନଙ୍କୁ…
Read More...

ଯଥାଶୀଘ୍ର ଲାଲ୍‌ କରିଡରରୁ ଆନ୍ତଃ-ରାଜ୍ୟକୁ ଉଡ଼ିବ ବିମାନ

ମାଲକାନଗିରି : ମାଲକାନଗିରିରୁ ଏଥର ମିଳିବ ବିମାନ ସେବା | ଏନେଇ ଜୋରସୋରରେ କାମ ଚାଲିଛି । ଗତ ଏପ୍ରିଲ ମାସରେ ମାଲକାନଗିରି ଗସ୍ତ ସମୟରେ ମୁଖ୍ୟ ଶାସନ ସଚିବ ବିମାନବନ୍ଦର କାମ ଅନୁଧ୍ୟାନ ସହ ତ୍ବରାନିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ ନିୟମିତ ସମୀକ୍ଷା…
Read More...

ବଙ୍ଗାଳି ଭାଷାରେ ଶିକ୍ଷକ ନିଯୁକ୍ତି କୁ ନେଇ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଦେଲା ଜିଲ୍ଲା ବଙ୍ଗାଳି ସମାଜ

ମାଲକାନଗିରି/ ସୂର୍ୟ୍ୟକାନ୍ତ ବେହେରା : ମାଲକାନଗିରି ଆଜି ଜିଲ୍ଲା ବଙ୍ଗାଳି ସମାଜ ପକ୍ଷରୁ ମାଲକାନଗିରି ବଙ୍ଗାଳି ସାମଜ କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସମ୍ବର୍ଦ୍ଧନା କୁ ନେଇ ଧନ୍ୟବାଦ ଦେଲେ ଜିଲ୍ଲା ବଙ୍ଗାଳି ସମାଜର ପୁରୋଧା । ଦୀର୍ଘ ଦିନଧରି ମାଲକାନଗିରି ରେ ବସବାସ କରୁଥିବା ବହୁ…
Read More...

ଅଜଣା ଶବକୁ ନିଜ କାନ୍ଧରେ ଉଠାଇଲେ ପୋଲିସ କର୍ମଚାରୀ

ମାଲକାନାଗିରି /ସୂର୍ଯ୍ୟକାନ୍ତ ବେହେରା: ମାନବିକତାର ପରିଚୟ ଦେଲେ ଚିତ୍ରକୋଣ୍ଡା ଥାନା ର ପୋଲିସ କର୍ମଚାରୀ । ଏମିତି କିଛି ଦୃଶ୍ୟ ଏବେ ଦେଖିବାକୁ ମିଳିଛି ଉପାନ୍ତ ଜିଲ୍ଲା ମାଲକାନଗିରି ର ଚିତ୍ରକୋଣ୍ଡା ଥାନା ଅଞ୍ଚଳରେ । ଗତକାଲି ଚିତ୍ରକୋଣ୍ଡା ଥାନାର ଗୃହରକ୍ଷୀ ସୋନୁ ନାଗଙ୍କ ଦେହ ଅସୁସ୍ଥ…
Read More...