Browsing Tag

malaria-dengue

ଡେଙ୍ଗୁ-ମ୍ୟାଲେରିଆକୁ ରୋକିବେ ମାଛ: ରାୟଗଡ଼ା ପ୍ରଶାସନ

ରାୟଗଡ଼ା: ମ୍ୟାଲେରିଆ ରୋକିବ ମାଛ । ମଶା ବଂଶ ବୃଦ୍ଧିକୁ ରୋକିବା ପାଇଁ ଡ୍ରେନରେ ଛଡ଼ାଯାଉଛି ହଜାର ହଜାର ସଂଖ୍ୟାରେ ଗମ୍ବୁସିଆ ମାଛ । ଏପରି ଅଭିନବ ପଦକ୍ଷେପ ରାୟଗଡ଼ା ପୌରସଂସ୍ଥା ପକ୍ଷରୁ ନିଆଯାଇଛି । ସହରର ବିଭିନ୍ନ ପାଣି ଜମୁଥିବା ସ୍ଥାନ ତଥା ଡ୍ରେନ ମାନଙ୍କରେ ଏହି ମାଛକୁ ଛଡ଼ା ଯାଉଛି ।…
Read More...