ଏମଭି ୭୯ ଡ. ଶ୍ୟାମା ପ୍ରସାଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡା
ସ୍ଥାନୀୟ ଏମଭି 79 ଡ଼ ଶ୍ୟାମା ପ୍ରସାଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମ ରେ ଅଧକ୍ଷ ଡ଼ ପ୍ରଦୀପ୍ତ କୁମାର ମିଶ୍ର ସଭାପତିତ୍ୱ କରିଥିଲେ।ପାଠ ସହ ପ୍ର୍ୟତେକ ଦିନ ଖେଳର ମଧ୍ୟ ଆବଶ୍ୟକତା ରହିଛି। ଯାହା ଖୁସି ପ୍ରଦାନ କରିବା ସହ ଆମ…
Read More...
Read More...