ରିଲାଏନ୍ସ ଗ୍ରୁପ୍ ଓ ଆଦିତ୍ୟ ବିର୍ଲା . ସମେତ ଜିନ୍ଦଲ ଗ୍ରୁପ୍ ଓଡ଼ିଶାରେ ପୁଞ୍ଚିନିବାସ ନେଇ କଲେ ବଡ଼ ଘୋଷଣା
(ରିପୋର୍ଟସ ଟୁଡେ) ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଆଜିର ଦିନଟି ଥିଲା ଗୁରୁତ୍ୱ ପୂର୍ଣ୍ଣ । ଆଜି ଅନୁଷ୍ଠିତ ପ୍ଳେନାରୀ ସେସନରେ ଦେଶର ୨୫ ଜଣ ବଡ଼ ଶିଳ୍ପପତି ଯୋଗ ଦେଇଛନ୍ତି । ରିଲାଏନ୍ସ ଗ୍ରୁପ ରାଜ୍ୟରେ ଅଧିକ ୩ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ କରିବାକୁ ଘୋଷଣା କରିଛି । ଗ୍ରୁପର ଅଧ୍ୟକ୍ଷ…
Read More...
Read More...