ବିଧାୟିକା ହେବା ପରେ କେତେ ରହିବ ମୈଥିଳୀଙ୍କ ଦରମା, ଗୀତ ଗାଇ ନା ବିଧାୟକ ଭାବରେ କରିବେ ଅଧିକ ରୋଜଗାର ?
Bihar Election: ୨୦୨୫ ବିହାର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣନା ଚାଲିଛି। ଗଣତି ଭିତରେ ଆଲିନଗର ନିର୍ବାଚନମଣ୍ଡଳୀ ସାରା ଦେଶରେ ଆକର୍ଷଣର କେନ୍ଦ୍ର ପାଲଟିଛି। ଦରଭଙ୍ଗା ଜିଲ୍ଲାରେ ଅବସ୍ଥିତ ଏହି ଆସନ କେବଳ ରାଜନୈତିକ ପ୍ରତିଯୋଗିତା ଯୋଗୁଁ ନୁହେଁ ବରଂ ଜଣେ ଷ୍ଟାର ପ୍ରାର୍ଥୀ ଲୋକପ୍ରିୟ…
Read More...
Read More...