ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରିରେ ଆରମ୍ଭ ହୋଇଛି ମହେନ୍ଦ୍ରମେଳା ଶ୍ରଦ୍ଧାଳୁଙ୍କ ସହ ବିଧାୟକ ଯୋଗଦାନ
ପବିତ୍ର ପୁରୁଷୋତ୍ତମ ମାସ ଅବସରରେ ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରିରେ ଆରମ୍ଭ ହୋଇଛି ମହେନ୍ଦ୍ର ମେଳା। ଶ୍ରଦ୍ଧାଳୁଙ୍କ ସମାଗମ, ବେଦ ମନ୍ତ୍ରୋଚ୍ଚାରଣ, ଶଙ୍ଖଧ୍ୱନି ଓ ହରିନାମ ସଂକୀର୍ତ୍ତନରେ ମହେନ୍ଦ୍ରଗିରି ଭକ୍ତିମୟ ପରିବେଶରେ ପାଲଟିଯାଇଛି ମେଳାର ଶୁଭାରମ୍ଭ ଅବସରରେ ମହିଳାମାନେ…
Read More...
Read More...