୨୦୦ବର୍ଷ ପରେ ଜନ୍ମ ହେଲା ଝିଅ; ଆସିଲା ରଥରେ
ବାଜୁଥିଲା ଡିଜେ । ଗୀତର ତାଳେ ତାଳେ ନାଚୁଥିଲେ ଲୋକେ । ଝକମକ ଆଲୁଅ ଭିତରେ ସୁସଜ୍ଜିତ ରଥ ଆଗକୁ ବଢ଼ୁଥିଲା। ଲାଗୁଥିଲା ସତେ ଯେମିତି କାହାର ବିବାହ ପ୍ରସୋସନ ଯାଉଛି । ହେଲେ ଏହା କୌଣସି ବିବାହ ନୁହେଁ, ଏହା ଥିଲା ଏକ କୁନି ଅତିଥିଙ୍କୁ ଘରକୁ ପାଛୋଟି ନେବାର ଖୁସି । କୋଳରେ ନବଜାତକୁ ଧରି ରଥରେ…
Read More...
Read More...