Browsing Tag

Mahanadi river

ପ୍ରେମ ପାଇଁ ମହାନଦୀକୁ ଡେଇଁ ଯୁବକ ନିଖୋଜ, ସନ୍ଧାନ ଜାରି

ମହାନଦୀକୁ ଡେଇଁ ନିଖୋଜ ହେଲେ ଯୁବକ। ଆଜି କଟକର କାଲିବୁଡା ନିକଟ ଶିଖରପୁର-ଜଗତପୁର ସେତୁରୁ ମହାନଦୀରେ ଡେଇଁ ପଡ଼ିବା ପରେ ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ତାଙ୍କ ବାଇକ୍, ପରିଚୟପତ୍ର ଏବଂ ଚପଲ ସେତୁ ଉପରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ତେବେ ନିଖୋଜ ଯୁବକ ଜଣକ ଭୁବନେଶ୍ୱରର ନୟାପଲ୍ଲୀ…
Read More...

ମୁଣ୍ଡ ନେଉଛି ମହାନଦୀ: ମିଳିଲା ଆଉ ଜଣଙ୍କ ମୃତଦେହ

କଟକ: ମହାନଦୀରୁ ମିଳିଲା ଆଉ ଏକ ମୃତ ଦେହ । କଟକ ମହାନଦୀରେ ବୁଡି ଛାତ୍ର ନିଖୋଜ ଘଟଣାରେ ମିଳିଲା ଆଉ ଜଣେ ଛାତ୍ରଙ୍କ ମୃତଦେହ । ମହାନଦୀରେ ମୃତ ଛାତ୍ରଙ୍କ ଶବ ଭାସୁଥିବା ସମୟରେ ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ୍‌ ଟିମ୍‌ ମୃତଦେହକୁ ଉଦ୍ଧାର କରିଛି । ମୃତକଙ୍କ ନାମ ଆୟୁର ଖାନ୍‌ ଓରଫ ଛୋଟୁ ।…
Read More...

ମହାନଦୀରେ ଅଘଟଣ; ଭାସିଗଲେ ବାପ, ପୁଅ ଆଉ ଝିଅ

ସମ୍ବଲପୁର: ଉଚ୍ଛନ ହେଉଛି ମହାନଦୀର ବଢି ପାଣି । ଅକାଳେ ନେଉଛି ଅନେକ ଲୋକଙ୍କ ଜୀବନ । କିଛି ଦିନ ତଳେ ସାମ୍ବାଦିକ ଅରିନ୍ଦମ ଏବଂ ଓଡ୍ରାପ ଟିମ କର୍ମଚାରୀ ସୀତାରାମ ମୁର୍ମୁ ପ୍ରାଣ ହରାଇଥିଲେ । ପୁଣି ଆଜି ଆଉ ତିନି ଜଣ ମହାନଦୀ ପାଣିରେ ଭାସି ଯାଇଥିବା ଜଣା ପଡିିଛି । ଗାଧୋଇବା ସମୟରେ ବାପ,…
Read More...

ଅଗଷ୍ଟ ୧୪କୁ ଘୁଞ୍ଚିଲା ମହାନଦୀ ଜଳ ବିବାଦ ମାମଲା

ନୂଆଦିଲ୍ଲୀ(ରିପୋର୍ଟର୍ସ ଟୁଡେ): ଦୀର୍ଘଦୀନ ଧରି ଓଡିଶା ଓ ଛତିଶଗଡ ମଧ୍ୟରେ ଚାଲିଥିବା ମହାନଦୀ ଜଳ ବିବାଦ ଅଗଷ୍ଟ ୧୪ ତାରିଖକୁ ଘୁଞ୍ଚିଲା । ମହାନଦୀ ଜଳବିବାଦ ମାମଲାର ୨୧ ତମ ଶୁଣାଣିରେ କୌଣସି ସମାଧାନ ବାହାରି ପାରି ନାହିଁ । କରୋନା ସଂକ୍ରମଣକୁ ଆଖିଆଗରେ ରଖି ଗତ ଅପ୍ରେଲ ୧୦ ଓ ମେ’ ୮…
Read More...

ମହାନଦୀରେ ବୁଡି ଦୁଇ ଭାଇଙ୍କ ଜୀବନ ଗଲା

(ରିପୋଟର୍ସ ଟୁଡେ/ଭୁବନେଶ୍ୱ): ମହାନଦୀରେ ବୁଡି ଯାଉଥିବା ବଡ ଭାଇର ଜୀବନ ବଞ୍ଚାଇବାକୁ ଯାଇ ସାନ ଭାଇର ଜୀବନ ଗଲା । ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅରଖପଦର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତ ଦୁଇଭାଇଙ୍କ ମଧ୍ୟରୁ ଜଣଙ୍କ ନାମ ଆଶିଷ ପ୍ରଧାନ(୧୮) ଓ ଅନ୍ୟ ଜଣଙ୍କ ନାମ ତୋଫାନ୍‌ ପ୍ରଧାନ…
Read More...