Browsing Tag

Mahanadi river

ମୁଣ୍ଡ ନେଉଛି ମହାନଦୀ: ମିଳିଲା ଆଉ ଜଣଙ୍କ ମୃତଦେହ

କଟକ: ମହାନଦୀରୁ ମିଳିଲା ଆଉ ଏକ ମୃତ ଦେହ । କଟକ ମହାନଦୀରେ ବୁଡି ଛାତ୍ର ନିଖୋଜ ଘଟଣାରେ ମିଳିଲା ଆଉ ଜଣେ ଛାତ୍ରଙ୍କ ମୃତଦେହ । ମହାନଦୀରେ ମୃତ ଛାତ୍ରଙ୍କ ଶବ ଭାସୁଥିବା ସମୟରେ ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ୍‌ ଟିମ୍‌ ମୃତଦେହକୁ ଉଦ୍ଧାର କରିଛି । ମୃତକଙ୍କ ନାମ ଆୟୁର ଖାନ୍‌ ଓରଫ ଛୋଟୁ ।…
Read More...

ମହାନଦୀରେ ଅଘଟଣ; ଭାସିଗଲେ ବାପ, ପୁଅ ଆଉ ଝିଅ

ସମ୍ବଲପୁର: ଉଚ୍ଛନ ହେଉଛି ମହାନଦୀର ବଢି ପାଣି । ଅକାଳେ ନେଉଛି ଅନେକ ଲୋକଙ୍କ ଜୀବନ । କିଛି ଦିନ ତଳେ ସାମ୍ବାଦିକ ଅରିନ୍ଦମ ଏବଂ ଓଡ୍ରାପ ଟିମ କର୍ମଚାରୀ ସୀତାରାମ ମୁର୍ମୁ ପ୍ରାଣ ହରାଇଥିଲେ । ପୁଣି ଆଜି ଆଉ ତିନି ଜଣ ମହାନଦୀ ପାଣିରେ ଭାସି ଯାଇଥିବା ଜଣା ପଡିିଛି । ଗାଧୋଇବା ସମୟରେ ବାପ,…
Read More...

ଅଗଷ୍ଟ ୧୪କୁ ଘୁଞ୍ଚିଲା ମହାନଦୀ ଜଳ ବିବାଦ ମାମଲା

ନୂଆଦିଲ୍ଲୀ(ରିପୋର୍ଟର୍ସ ଟୁଡେ): ଦୀର୍ଘଦୀନ ଧରି ଓଡିଶା ଓ ଛତିଶଗଡ ମଧ୍ୟରେ ଚାଲିଥିବା ମହାନଦୀ ଜଳ ବିବାଦ ଅଗଷ୍ଟ ୧୪ ତାରିଖକୁ ଘୁଞ୍ଚିଲା । ମହାନଦୀ ଜଳବିବାଦ ମାମଲାର ୨୧ ତମ ଶୁଣାଣିରେ କୌଣସି ସମାଧାନ ବାହାରି ପାରି ନାହିଁ । କରୋନା ସଂକ୍ରମଣକୁ ଆଖିଆଗରେ ରଖି ଗତ ଅପ୍ରେଲ ୧୦ ଓ ମେ’ ୮…
Read More...

ମହାନଦୀରେ ବୁଡି ଦୁଇ ଭାଇଙ୍କ ଜୀବନ ଗଲା

(ରିପୋଟର୍ସ ଟୁଡେ/ଭୁବନେଶ୍ୱ): ମହାନଦୀରେ ବୁଡି ଯାଉଥିବା ବଡ ଭାଇର ଜୀବନ ବଞ୍ଚାଇବାକୁ ଯାଇ ସାନ ଭାଇର ଜୀବନ ଗଲା । ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅରଖପଦର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତ ଦୁଇଭାଇଙ୍କ ମଧ୍ୟରୁ ଜଣଙ୍କ ନାମ ଆଶିଷ ପ୍ରଧାନ(୧୮) ଓ ଅନ୍ୟ ଜଣଙ୍କ ନାମ ତୋଫାନ୍‌ ପ୍ରଧାନ…
Read More...