କର୍ଣ୍ଣାଟକ ମହାକୁମ୍ଭରେ ଯୋଗ ଦେବା ପାଇଁ ଶ୍ରଦ୍ଧାଳୁଙ୍କୁ ଆହ୍ନା କଲେ ଶିବ କୁମାର..
ଚାଲିଛି ପ୍ରୟାଗରାଜ ମହାକୁମ୍ଭମେଳା । ପ୍ରତିଦିନ ସେଠାକୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଯାଇ ବଡ ପକାଉଛନ୍ତି । ସେହିଭଳି ମହୀସୁରୁ ଜିଲ୍ଲାରେ ମଧ୍ୟ ଆରମ୍ଭ ହୋଇଛି କୁମ୍ଭ ମେଳା। ଟି ନରସିପୁରାର ତ୍ରିବେଣୀ ସଙ୍ଗମରେ ଐତିହାସିକ କୁମ୍ଭ ମେଳାର ତ୍ରୟୋଦଶ ସଂସ୍କରଣ ଆନୁଷ୍ଠାନିକ ଭାବରେ ଆରମ୍ଭ ହୋଇଛି।…
Read More...
Read More...