Browsing Tag

Madhyapradesh

ଜୀବନ ଯୁଦ୍ଧରେ ହାରିଗଲା ଲୋକେଶ | ବୋରୱେଲରେ ଖସିପଡି ଚାଲିଗଲା ଜୀବନ |

ବିଦିଶା : ବୋରୱେଲରେ ଖସିପଡି ଚାଲିଗଲା ଜୀବନ | ଜୀବନ ଯୁଦ୍ଧରେ ହାରିଗଲା ୮ ବର୍ଷୀୟ ଲୋକେଶ | ୨୪ ଘଣ୍ଟା ରେସକ୍ୟୁ ଅପରେସନ ପରେ ମଧ୍ୟ ବବଞ୍ଚିପାରିଲା ନାହିଁ ବାଳକ | ଏଭଳି ହୃଦୟ ବିଦାରକ ଘଟଣା ମଧ୍ୟପ୍ରଦେଶରେ ଘଟିଛି | ମଧ୍ୟପ୍ରଦେଶର ବିଦିଶା ଅଞ୍ଚଳର ବାଳକ ଲୋକେଶ | ସୂଚନାଯୋଗ୍ୟ, ଗତକାଲି…
Read More...

ଖେଲୋ ଇଣ୍ଡିଆ ଇଣ୍ଡିଆ ୟୁଥ୍ ଗେମ୍ସ ୨୦୨୨ରେ ଭାରତର ଦମଦାର ପ୍ରଦର୍ଶନ

ମଧ୍ୟପ୍ରଦେଶ : ଫେବୃଆରୀ ୨ ରେ ଓଡ଼ିଶା କାୟାକ୍ ଏବଂ କାନୋଇଙ୍ଗରେ ଏକ ଶକ୍ତିଶାଳୀ ପ୍ରଦର୍ଶନ କରିଛି । ପ୍ରଥମ ପ୍ରକାରରେ, କେଏକିଂ ଇଣ୍ଡିଆ ୟୁଥ୍ ଗେମ୍ସ ୨୦୨୨, ମଧ୍ୟପ୍ରଦେଶ ଏବଂ କଏକିଂ ଖେଳକୁ ଅନ୍ତର୍ଭୁକ୍ତ କରାଯାଇଥିଲା । ଏହି ପ୍ରତିଯୋଗିତାରେ ଓଡ଼ିଶା ରାଜ୍ୟ ଏକ ଶକ୍ତିଶାଳୀ ପ୍ରଦର୍ଶନ…
Read More...

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ହତ୍ୟା ଧମକ

ମଧ୍ୟପ୍ରଦେଶ : କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ହତ୍ୟା ଧମକ । ଶୁକ୍ରବାର ଦିନ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଚିଠି ମାଧ୍ୟମରେ ଦିଆଯାଇଛି ହତ୍ୟା ଧମକ । ମଧ୍ୟପ୍ରଦେଶର ହିନ୍ଦୀ ହୃଦୟ ରାଜ୍ୟ ମଧ୍ୟପ୍ରଦେଶରେ ପ୍ରବେଶ କରିବା ପୂର୍ବରୁ କଂଗ୍ରେସ ସାଂସଦ ରାହୁଲ…
Read More...

ମଦ ପିଅ, ସିଗାରେଟ ଟାଣ, ତମାଖୁ ଚବାଅ, କିନ୍ତୁ ପାଣି ବଞ୍ଚାଅ : ଏପରି କହିଲେ ବିଜେପି ସାଂସଦ

ରିୱା: ମଧ୍ୟପ୍ରଦେଶ ରିୱାର ବିଜେପି ସାଂସଦ ଜନାର୍ଦ୍ଦନ ମିଶ୍ରା । ନିକଟରେ ଜଳ ସଂରକ୍ଷଣ କର୍ମଶାଳାରେ ଯୋଗ ଦେଇଥିଲେ। ଏଥିରେ ସେ ସାମିଲ ହୋଇ ପାଣି ବଞ୍ଚାଇବା ପାଇଁ ଅଜବଗଜବ ପରାମର୍ଶ ଦେଇଥିଲେ। ଯାହା ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେ କହିଥିଲେ, ଆପଣ ମଦ୍ୟପାନ କରନ୍ତୁ,…
Read More...

କାଉଡିଆଙ୍କ ଉପରେ ମାଡିଗଲା ଟ୍ରକ

ମଧ୍ୟପ୍ରଦେଶ: କାଉଡିଆଙ୍କ ଉପରେ ମାଡିଗଲା ଟ୍ରକ । ଉତ୍ତର ପ୍ରଦେଶର ହାଥରସରେ ଅଘଟଣ । ହରିଦ୍ବାରରୁ ପାଣି ନେଇ ଗ୍ବାଲିଅର ଯାଉଥିବା ସମୟରେ ହାଥରସ ନିକଟରେ ମାଡି ଯାଇଥିଲା ଟ୍ରକ । ମନସ୍କାମନା ପୂରଣ କରିବା ପୂର୍ବରୁ ଚାଲିଗଲା ଜୀବନ । ମଧ୍ୟପ୍ରଦେଶ ଗ୍ୱାଲିଅରର ଶିବଭକ୍ତଙ୍କ ଉପରେ ଉତ୍ତର…
Read More...

ନ୍ୟୁଜ ଆଙ୍କରରୁ ଗାଁ ସରପଞ୍ଚ ହେଲେ ଲକ୍ଷିକା ଡାଗର

ମଧ୍ୟପ୍ରଦେଶ : ମାତ୍ର ୨୧ ବର୍ଷ ବୟସରେ ନ୍ୟୁଜ ଆଙ୍କରରୁ ଗାଁ ସରପଞ୍ଚ  ।  ଏଭଳି ଘଟିଛି ମଧ୍ୟପ୍ରଦେଶର ଉଜ୍ଜୟନୀ ଜିଲ୍ଲାର ଲକ୍ଷିକା ଡାଗରଙ୍କ କ୍ଷେତ୍ରରେ  । ସେ ଗାଁ ର ସରପଞ୍ଚ ହୋଇଛନ୍ତି । ଚିନ୍ତାମନ ଜବାସିଆ ପଞ୍ଚାୟତର ସରପଞ୍ଚ ପାଇଁ ହୋଇଥିବା ନିର୍ବାଚନରେ ସେ ୪୮୭ ଖଣ୍ଟ ଭୋଟ ପାଇଁ ବିଜୟୀ…
Read More...

ରଣଜୀ ଫାଇନାଲରେ ମଧ୍ୟପ୍ରଦେଶ

ଭୋପାଳ: ରଣଜୀ ଟ୍ରଫି ଫାଇନାଲରେ ପ୍ରବେଶ କଲା ମଧ୍ୟପ୍ରଦେଶ। ଦୀର୍ଘ ୨୩ ବର୍ଷ ପରେ ରଣଜୀ ଟ୍ରଫି ଫାଇନାଲରେ ପ୍ରବେଶ କରିଛି । ସେମିଫାଇନାଲ ମୁକାବିଲାରେ ବେଙ୍ଗଲକୁ ମଧ୍ୟପ୍ରଦେଶ ୧୭୪ ରନରେ ପରାସ୍ତ କରିଥିଲା । ଅନ୍ୟ ଏକ ସେମିଫାଇନାଲରେ ପ୍ରଥମ ଇନିଂସ ଅଗ୍ରଣୀ ଭିତିରେ ୟୁପିକୁ ପଛରେ ପକାଇ…
Read More...

ସାଢେ ୫ ଲକ୍ଷରେ ବିକିଲା ୧୫ ଦିନର ଛୁଆ

ଇନ୍ଦୋର: ମା' ପରି ମଧୂର ଶବ୍ଦରେ ଲାଗିଲା କଳଙ୍କ । ନିଜ ୧୫ ଦିନର ଛୁଆକୁ ବିକିଦେଲା ଏହି କଳଙ୍କିତ ମା' । ପୁଣି ସାଢେ ୫ ଲକ୍ଷ ଟଙ୍କାରେ ବିକି ଦେଇଛି ନିଜର ଜନ୍ମକଲା ଛୁଆକୁ । କିଭଳି ମା' ସେ , କେମିତି ଭାବି ପାରିଲା ଏପରି । ଖାଲି ବିକିଲାନି ତ ସେହି ଟଙ୍କାରେ ଘରକୁ ଆଣିଲା ଟିଭି, ଫ୍ରିଜ,…
Read More...

ବରକୁ ୧୬ କନିଆକୁ ୩୨ : ନାବାଳକଙ୍କୁ ବିବାହ କରି ଛାଡିବାକୁ ନାରାଜ ମହିଳା

ମଧ୍ୟପ୍ରଦେଶ : ବିବାହ ଏକ ପବିତ୍ର ବନ୍ଧନ । ଏହି ବିବାହରେ ହୋଇଥାଏ ଦୁଇ ପରିବାରର ମିଳନ । ସୃଷ୍ଟି ହୋଇଥାଏ ଜୀବନର ନୂଆ ଏକ ପରିଚୟ । କେହି ପ୍ରେମ ବିବାହ କରିଥାନ୍ତି ତ କେହି ପରିବାରର ସହମତିରେ କରିଥାନ୍ତି ବିବାହ । ବେଳେ ବେଳେ ଏମିତି ବି ପରିସ୍ଥିତି ଦେଖା ଦେଇ ଥାଏ ଯେ, ଝିଅ ପୁଅଙ୍କ ବିବାହ…
Read More...

କୃଷ୍ଣସାର ମୃଗ ଶିକାରୀ ଓ ପୋଲିସ ମଧ୍ୟରେ ଗୁଳିକାଣ୍ଡ : ଟଳିଲେ ୩ ପୋଲିସ କର୍ମଚାରୀ

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶରେ ଗୁନାରେ ଘଟିଛି ଅଘଟଣ । କୃଷ୍ଣସାର ମୃଗ ଶିକାରୀ ଓ ପୋଲିସ ମଧ୍ୟରେ ଗୁଳିକାଣ୍ଡ । ଶିକାରୀଙ୍କ ଗୁଳିରେ ଟଳିଲେ ୩ ପୋଲିସ କର୍ମଚାରୀ । ଶିକାରୀ ଓ ପୋଲିସ ଭିତରେ ହୋଇଥିଲା ଏନକାଉଣ୍ଟର ଯେଉଁଥିରେ ତିନି ଜଣ ପୋଲିସ କର୍ମୀଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ…
Read More...