Browsing Tag

Madhya Pradesh

ମଧ୍ୟପ୍ରଦେଶରେ ଫୁଲିଥିବା ନାଳରେ କାର୍ ଭାସିଯିବାରୁ ଓଡ଼ିଶାର ୮ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ମଧ୍ୟପ୍ରଦେଶର ଆଗର-ମାଲୱା ଜିଲ୍ଲା ଅନ୍ତର୍ଗତ ନାଲଖେଡାର 'ମା' ବଗଲାମୁଖୀ ମନ୍ଦିର' ନିକଟରେ ବର୍ଷା ଯୋଗୁଁ ଫୁଲିଥିବା ଏକ ନାଳରେ କାର୍ ଭାସିଯିବା ଫଳରେ ଓଡ଼ିଶାର ଆଠ ଜଣ ଶ୍ରଦ୍ଧାଳୁ (ତିନି ଜଣ ଶିଶୁ ଓ ଦୁଇ ଜଣ ମହିଳାଙ୍କ ସମେତ) ପ୍ରାଣ ହରାଇଛନ୍ତି। ପୋଲିସ୍ ଅଧୀକ୍ଷକ (SP) ଦିଲୀପ କୁମାର…
Read More...

ନିଜ ହାତରେ ବଦଳାଇଲେ ନଦୀର ଚିତ୍ର

ମଧ୍ୟ ପ୍ରଦେଶର ଜଣେ 20 ବର୍ଷୀୟ ଯୁବକ ପ୍ରଦୂଷିତ ଅଜନର ନଦୀକୁ ସଫା କରିବାର ଦାୟିତ୍ୱ ନେବା ପରେ ଏବେ ଚର୍ଚ୍ଚାରେ ଅଛନ୍ତି। ବିଟ୍ଟୁ, ଯାହାଙ୍କୁ ବିଟ୍ଟୁ ତବାହୀ ନାମରେ ମଧ୍ୟ ଜଣାଶୁଣା, ଜଳ ପ୍ରଦୂଷଣ ମୁକାବିଲା ପାଇଁ ତାଙ୍କ ପ୍ରୟାସର ଏକ ଅଂଶ ଭାବରେ ନଦୀ ଏବଂ ସାର୍ବଜନୀନ ସ୍ଥାନରୁ…
Read More...

ଝରଣା ପାଣି ପାଲଟିଲା ବିଷ; ଚାଲିଗଲେ ଗୋଟିଏ ପରିବାରର ୪ ଜଣ

ଝରଣା ପାଲଟିଲା ବିଷ । ଝରଣା ପାଣି ଗାଧୋଇ ଆଖି ବୁଜିଲେ  ଗୋଟିଏ ପରିବାରର ୪ ଜଣ ପିଲା। ମଧ୍ୟପ୍ରଦେଶର ଶିବପୁରୀରେ ଘଟିଛି  ଏହି ଘଟଣା। ଯାହା ସମସ୍ତଙ୍କୁ  ସ୍ତବ୍ଧ କରି ଦେଇଛି। ସେହିପରି ପରିବାରର ଅନ୍ୟ ସଦସ୍ୟମାନେ ଏବେ ହସ୍ପିଟାଲରେ ଜୀବନ ମରଣ ସହ କରୁଛନ୍ତି ସଂଘର୍ଷ। ସୂଚନା ଅନୁସାରେ, ଅଗଷ୍ଟ…
Read More...

ଏକାଠି ବିଷ ପିଇଲେ ୨୪ ଜଣ କିନ୍ନର: ହସ୍ପିଟାଲରେ ହେଲେ ଭର୍ତ୍ତି

ଇନ୍ଦୋର: ମଧ୍ୟପ୍ରଦେଶର ଇନ୍ଦୋରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ୨୪ଜଣ କିନ୍ନର ଏକାଠି ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ଘଟଣାକୁ ନେଇ ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ସମସ୍ତ କିନ୍ନର ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ସେମାନଙ୍କ ସ୍ଵାସ୍ଥ୍ୟବସ୍ତାରେ ସୁଧାର ଆସିଛି ।…
Read More...

ମହାକାଳେଶ୍ୱର ମନ୍ଦିରର ଶଙ୍ଖ ଦ୍ବାରା ଉପରେ ଭୟଙ୍କର ନିଆଁ

ମଧ୍ୟପ୍ରଦେଶ-: ମଧ୍ୟପ୍ରଦେଶ ଉଜ୍ଜୈନ ସ୍ଥିତ ଶ୍ରୀ ମହାକାଳେଶ୍ୱର ମନ୍ଦିର ପରିସରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ମନ୍ଦିରର ଶଙ୍ଖ ଦ୍ବାରା ଉପରେ ଭୟଙ୍କର ନିଆଁ ଲାଗିଥିବା ଦେଖିବାକୁ ମିଳିଛି । ନିଆଁର ଧୂଆଁ ୧ କିଲୋମିଟର ଦୂରରୁ ମଧ୍ୟ ଦେଖାଯାଉଥିଲା । ଧୂଆଁ ଦେଖି ସ୍ଥାନୀୟ ଲୋକ ଭୟଭୀତ…
Read More...

କୁନୋ ଜାତୀୟ ପାର୍କରେ ଛଡାଯାଇଥିବା ମାଈ ଚିତା ନିର୍ଭା ୫ ଶାବକଙ୍କୁ ଜନ୍ମ ଦେଇଛି

ଭୋପାଳ-: ମଧ୍ୟପ୍ରଦେଶର ସିଓପୁର ଜିଲ୍ଲା ଅନ୍ତର୍ଗତ କୁନୋ ଜାତୀୟ ପାର୍କରେ ଛଡାଯାଇଥିବା ମାଈ ଚିତା ନିର୍ଭା ୫ ଶାବକଙ୍କୁ ଜନ୍ମ ଦେଇଛି । ଫଳରେ କୁନୋ ପାର୍କରେ ଚିତାଙ୍କ ସଂଖ୍ୟା ୩୧କୁ ବୃଦ୍ଧି ପାଇଛି । ଚିତା ଶାବକଙ୍କ ଜନ୍ମକୁ ନେଇ କୁନୋ ପାର୍କରେ ଚିତାଙ୍କ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ…
Read More...

ଆସନ୍ତାକାଲି ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ନେବେ ଶପଥ

ମଧ୍ୟପ୍ରଦେଶ :ଆସନ୍ତା କାଲି ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ ନେବେ ମୋହନ ଯାଦବ । ବିଜେପି ବିଧାୟକ ଦଳ ବୈଠକରେ ନେତା ଘୋଷଣା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ରାଜଭବନ ଯାଇ ରାଜ୍ୟପାଳ ମଙ୍ଗୁଭାଇ ପଟେଲଙ୍କୁ ସାକ୍ଷାତ କରି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା…
Read More...

ମୋହନ ଯାଦବ ହେବେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶପାଲିଲା ନୂଆ ମୁଖ୍ୟମନ୍ତ୍ରୀ । ମୋହନ ଯାଦବ ହେବେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ । ବିଜେପି ବିଧାୟକ ଦଳ ବୈଠକରେ ମୋହନଙ୍କ ନାଁ ଚୂଡାନ୍ତ ହୋଇଛି । ସୂଚନା ଅନୁଯାୟୀ, ମଧ୍ୟପ୍ରଦେଶରେ ଡିସେମ୍ବର ୩ତାରିଖରେ ନିର୍ବାଚନ ଫଳାଫଳ ଆସିଥିବା ବେଳେ ୮ ଦିନ ପରେ ଦଳୀୟ ହାଇକମାଣ୍ଡ…
Read More...

ଆଜି ୫ଟି ସ୍ଥାନରେ ଆରମ୍ଭ ହେବ ବନ୍ଦେ ଭାରତ ଟ୍ରେନ୍ ସେବା

ମଧ୍ୟପ୍ରଦେଶ : ଆଜି ୫ଟି ସ୍ଥାନରେ ଗଡିବ ବନ୍ଦେ ଭାରତ ଟ୍ରେନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପତାକା ଦେଖାଇ କରିବେ ଶୁଭାରମ୍ଭ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶ ଗସ୍ତ କରି ରାଣୀ କମଳାପତି ରେଳ ଷ୍ଟେସନରେ ପହଞ୍ଚି କରିବେ ଉଦଘାଟନ । ଭୋପାଳ(ରାଣୀ କମଳାପତି)-ଇନ୍ଦୋର ବନ୍ଦେ…
Read More...

ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀଙ୍କ ପୁଅ ନାମାନୁସାରେ ପାର୍କର ନାମକରଣ କରାଯାଇଛି: କଂଗ୍ରେସ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ବଡ଼ପୁଅ କାର୍ତ୍ତିକେୟ ସିଂହ ଚୌହାନଙ୍କ ନାମାନୁସାରେ ନେହେରୁ ପାର୍କର ନାମ ବଦଳାଯାଇଥିବା ବେଳେ ଆଉ ଗୋଟାଏ ପାର୍କର ନାମକରଣ ତାଙ୍କ ସାନପୁଅ କୁନାଳଙ୍କ ନାମାନୁସାରେ କରାଯାଇଛି ବୋଲି ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା…
Read More...