Browsing Tag

Madhya Pradesh

ମହାକାଳେଶ୍ୱର ମନ୍ଦିରର ଶଙ୍ଖ ଦ୍ବାରା ଉପରେ ଭୟଙ୍କର ନିଆଁ

ମଧ୍ୟପ୍ରଦେଶ-: ମଧ୍ୟପ୍ରଦେଶ ଉଜ୍ଜୈନ ସ୍ଥିତ ଶ୍ରୀ ମହାକାଳେଶ୍ୱର ମନ୍ଦିର ପରିସରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ମନ୍ଦିରର ଶଙ୍ଖ ଦ୍ବାରା ଉପରେ ଭୟଙ୍କର ନିଆଁ ଲାଗିଥିବା ଦେଖିବାକୁ ମିଳିଛି । ନିଆଁର ଧୂଆଁ ୧ କିଲୋମିଟର ଦୂରରୁ ମଧ୍ୟ ଦେଖାଯାଉଥିଲା । ଧୂଆଁ ଦେଖି ସ୍ଥାନୀୟ ଲୋକ ଭୟଭୀତ…
Read More...

କୁନୋ ଜାତୀୟ ପାର୍କରେ ଛଡାଯାଇଥିବା ମାଈ ଚିତା ନିର୍ଭା ୫ ଶାବକଙ୍କୁ ଜନ୍ମ ଦେଇଛି

ଭୋପାଳ-: ମଧ୍ୟପ୍ରଦେଶର ସିଓପୁର ଜିଲ୍ଲା ଅନ୍ତର୍ଗତ କୁନୋ ଜାତୀୟ ପାର୍କରେ ଛଡାଯାଇଥିବା ମାଈ ଚିତା ନିର୍ଭା ୫ ଶାବକଙ୍କୁ ଜନ୍ମ ଦେଇଛି । ଫଳରେ କୁନୋ ପାର୍କରେ ଚିତାଙ୍କ ସଂଖ୍ୟା ୩୧କୁ ବୃଦ୍ଧି ପାଇଛି । ଚିତା ଶାବକଙ୍କ ଜନ୍ମକୁ ନେଇ କୁନୋ ପାର୍କରେ ଚିତାଙ୍କ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ…
Read More...

ଆସନ୍ତାକାଲି ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ନେବେ ଶପଥ

ମଧ୍ୟପ୍ରଦେଶ :ଆସନ୍ତା କାଲି ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ ନେବେ ମୋହନ ଯାଦବ । ବିଜେପି ବିଧାୟକ ଦଳ ବୈଠକରେ ନେତା ଘୋଷଣା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ରାଜଭବନ ଯାଇ ରାଜ୍ୟପାଳ ମଙ୍ଗୁଭାଇ ପଟେଲଙ୍କୁ ସାକ୍ଷାତ କରି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା…
Read More...

ମୋହନ ଯାଦବ ହେବେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶପାଲିଲା ନୂଆ ମୁଖ୍ୟମନ୍ତ୍ରୀ । ମୋହନ ଯାଦବ ହେବେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ । ବିଜେପି ବିଧାୟକ ଦଳ ବୈଠକରେ ମୋହନଙ୍କ ନାଁ ଚୂଡାନ୍ତ ହୋଇଛି । ସୂଚନା ଅନୁଯାୟୀ, ମଧ୍ୟପ୍ରଦେଶରେ ଡିସେମ୍ବର ୩ତାରିଖରେ ନିର୍ବାଚନ ଫଳାଫଳ ଆସିଥିବା ବେଳେ ୮ ଦିନ ପରେ ଦଳୀୟ ହାଇକମାଣ୍ଡ…
Read More...

ଆଜି ୫ଟି ସ୍ଥାନରେ ଆରମ୍ଭ ହେବ ବନ୍ଦେ ଭାରତ ଟ୍ରେନ୍ ସେବା

ମଧ୍ୟପ୍ରଦେଶ : ଆଜି ୫ଟି ସ୍ଥାନରେ ଗଡିବ ବନ୍ଦେ ଭାରତ ଟ୍ରେନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପତାକା ଦେଖାଇ କରିବେ ଶୁଭାରମ୍ଭ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶ ଗସ୍ତ କରି ରାଣୀ କମଳାପତି ରେଳ ଷ୍ଟେସନରେ ପହଞ୍ଚି କରିବେ ଉଦଘାଟନ । ଭୋପାଳ(ରାଣୀ କମଳାପତି)-ଇନ୍ଦୋର ବନ୍ଦେ…
Read More...

ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀଙ୍କ ପୁଅ ନାମାନୁସାରେ ପାର୍କର ନାମକରଣ କରାଯାଇଛି: କଂଗ୍ରେସ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ବଡ଼ପୁଅ କାର୍ତ୍ତିକେୟ ସିଂହ ଚୌହାନଙ୍କ ନାମାନୁସାରେ ନେହେରୁ ପାର୍କର ନାମ ବଦଳାଯାଇଥିବା ବେଳେ ଆଉ ଗୋଟାଏ ପାର୍କର ନାମକରଣ ତାଙ୍କ ସାନପୁଅ କୁନାଳଙ୍କ ନାମାନୁସାରେ କରାଯାଇଛି ବୋଲି ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା…
Read More...

ବୋରୱେଲରେ ଫଶିଥିବା ଶିଶୁକନ୍ୟା ଉଦ୍ଧାର, ହେଲେ ବଞ୍ଚାଇ ପାରିଲେନି ଉଦ୍ଧାରକାରୀ ଦଳ

ମଧ୍ୟପ୍ରଦେଶର ସିହୋର ଜିଲ୍ଲାରେ ବୋରୱେଲରେ ଗଳିପଡିଥିବା ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି । ୫୫ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଉଦ୍ଧାରକାରୀ ଦଳ ୧୫୦ ଫୁଟ ଗାତରୁ ଶିଶୁକନ୍ୟାଟିକୁ ବାହାର କରିବାରେ ସଫଳ ହୋଇଛନ୍ତି । ହେଲେ ଉଦ୍ଧାର ହେବା ପରେ ମୃତ ବୋଲି ଜଣାପଡିଛି ଅଢେଇ ବର୍ଷର ବାଳିକା…
Read More...

ଲାଇନଚ୍ୟୁତ ହୋଇଛି ଏଲପିଜି ବୋଝେଇ ମାଲବାହୀ ଟ୍ରେନ

ଗୋଟେ ରେଳ ଦୁର୍ଘଟଣା କାହାରି ମନରୁ ଲିଭି ନଥିବା ବେଳେ ଏବେ ମଧ୍ୟପ୍ରଦେଶ ଜବଲପୁରରେ ଆଉ ଏକ ଟ୍ରେନ ଲାଇନଚ୍ୟୁତ ହୋଇଯାଇଛି । ଏହା ଏକ ଏଲପିଜି ବୋଝେଇ ମାଲବାହୀ ଟେନ ଥିଲା । ଏକ ଗ୍ୟାସ ଫାକ୍ଟରୀରେ ଗ୍ୟାସ ବୋଝେଇ ରେକଗୁଡିକୁ ଖାଲି କରିବା ଲାଗି ଯାଉଥିବାବେଳେ ଏହାର ଦୁଇଟି ରେକ୍ ଲାଇନଚ୍ୟୁତ…
Read More...

ମଧ୍ୟପ୍ରଦେଶରେ ବଡ ବିମାନ ଦୁର୍ଘଟଣା; ୨ ପାଇଲେଟଙ୍କୁ ଏୟାରଲିପ୍ଟ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ବାୟୁସେନାର ଦୁଇଟି ବଡ ବିମାନ ଦୁର୍ଘଟଣାଗ୍ରସ୍ତ । ସୁଖୋଇ-୩୦ ଓ ମିରାଜ୍-୨୦୦ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଗ୍ୱାଲିଅର ଏୟାରବେସରୁ ଦୁଇଟି ବିମାନ ଉଡାଣ ଭରିଥିଲା ।ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରର ଦୃଶ୍ୟ ସାମ୍ନାକୁ ଆସିଛି । ତଳକୁ ଖସି ପଡିବା ପରେ ଜଳି…
Read More...