Browsing Tag

madhu babu

ଓକିଲ ସଂଘ ତରଫରୁ ମଧୁବାବୁ ଜୟନ୍ତୀ ପାଳନ

ରାଇରଙ୍ଗପୁର:ଆଜି ଯୋଗ ଜନ୍ମା ଉତ୍କଳ ଗୌରବ ତଥା ବାରିଷ୍ଟର ମଧୁସୂଦନ ଦାସଙ୍କ ଜୟନ୍ତୀ । ତାଙ୍କ ଜନ୍ମ ଦିବସକୁ ଓଡ଼ିଶାର ସମସ୍ତ ଓକିଲ ସମାଜ ଓକିଲ ଦିବସ ଭାବେ ମଧ୍ୟ ପାଳନ କରିଥାନ୍ତି ।ସେହି ମାହତ୍ମାଙ୍କ ଜନ୍ମ ଜୟନ୍ତୀ ରାଇରଙ୍ଗପୁର ଓକିଲ ସଂଘ ଆନୁକୂଲ୍ୟରେ ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ…
Read More...

ଶତାବ୍ଦୀର ନାୟକ ମଧୁ ବାରିଷ୍ଟର

କୋଟି ଓଡ଼ିଆଙ୍କ ପ୍ରିୟ ମଧୁବାବୁଙ୍କ ଆଜି ଜନ୍ନ ଜୟନ୍ତୀ । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଇ ଗଠନରେ ମହାନ ବିନ୍ଧାଣି ମଧୁବାବୁ ।ତାଙ୍କର ଚିନ୍ତା ଧାରା ଥିଲା ସମୟ କାଳରୁ ଢେର ଆଗରେ । ୧୮୪୮ ମସିହା ଆଜିର ଦିନରେ ମଧୁବାବୁ କଟକ ଜିଲ୍ଲାର ସତ୍ୟଭାମାପୁରଠାରେ ଜନ୍ମଗ୍ରହଣ କରିଥିଲେ। ସେଥିପାଇଁ ଏହି ଦିନ…
Read More...