Browsing Tag

maa bhagabati temple

ଶ୍ରୀ ଶ୍ରୀ ଦକ୍ଷେଶ୍ଵର ଭଗବତୀ ମନ୍ଦିରରେ ” ନବାନ୍ନ” ଲାଗି

ବାଣପୁର : /ସୁଧିର କୁମାର ପାତ୍ର  : ମାର୍ଗଶୀର ଶୁକ୍ଳ ଦ୍ଵିତୀୟା ତିଥି ଗୁରୁବାର ଅମୃତବେଳାରେ ଶ୍ରୀ ଶ୍ରୀଦକ୍ଷେଶ୍ଵର ଦେବ ଓ ମା' ଭଗବତୀଙ୍କ ପାଖରେ ଲାଗି ହେଲା "ନବାନ୍ନ" । କାହିଁ କେଉଁ କାଳରୁ ଚଳି ଆସିଥିବା ପରମ୍ପରା ଅନୁସାରେ ମନ୍ଦିରଗଣକ ଶରତ ଚନ୍ଦ୍ର ପଣ୍ଡିତରାୟ ପ୍ରଥମେ ଲଗ୍ନସ୍ଥିର କରି…
Read More...

ଖୋଲିଲା ମା’ ଭଗବତୀଙ୍କ ମନ୍ଦିର ବାହାର ହୁଣ୍ଡି

ବାଣପୁର/ ସୁଧିର କୁମାର ପାତ୍ର:  ଛଅମାସର ବ୍ୟବଧାନ ପରେ ମା’ ଭଗବତୀଙ୍କ ମନ୍ଦିର ବାହାର ବେଢ଼ାରେ ଥିବା ହୁଣ୍ଡିକୁ ଖୋଲା ଯାଇଛି । ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ତହସିଲଦାର କୁଞ୍ଜବିହାରୀ ବଡ଼ଜେନା, ସଭ୍ୟା ବିଡିଓ ଶୀତଲ ଅଗ୍ରୱାଲ, କାର୍ୟ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ ଏବଂ…
Read More...