୩୬ ହଜାର ଫୁଟ ଉଚ୍ଚତାରେ ବିନା ପାଇଲଟରେ ଉଡ଼ି ଚାଲିଥିଲା ବିମାନ
ଜର୍ମାନୀ-: ବିନା ପାଇଲଟରେ ମଝି ଆକାଶରେ ଉଡୁଥିଲା ବିମାନ । ୧-୨ ମିନିଟ୍ ପାଇଁ ନୁହେଁ ବରଂ ପ୍ରାୟ ୧୦ ମିନିଟ୍ ପାଇଁ ଉଡିଥିଲା ବିମାନ । ତେବେ ଏହି ବିମାନଟି ଜର୍ମାନୀର ଫ୍ରାଙ୍କଫର୍ଟରୁ ସ୍ପେନର ସେଭିଲକୁ ଯାଉଥିଲା । ଯେତେବେଳେ ବିମାନଟି ପ୍ରାୟ ୩୬ ହଜାର ଫୁଟ ଉଚ୍ଚତାରେ ଥିଲା ଏହା ପାଇଲଟ…
Read More...
Read More...