ହୋଲିରେ ଅଘଟଣ: ଗ୍ୟାସ ଟାଙ୍କି ଫାଟି ମହିଳା ଗୁରୁତର, ୬ ବଖରା ଘର ଭସ୍ମୀଭୂତ
ଭଦ୍ରକ: ହୋଲିରେ ରଙ୍ଗର ମାହୋଲ ଭିତରେ ଆସିଛି ଦୁଃଖଦ ଖବର । ରୋଷେଇ ଗ୍ୟାସ ଟାଙ୍କି ଫାଟି ଜଣେ ମହିଳା ଗୁରୁତର । ଅନ୍ୟପଟେ ନିଆଁ ଲାଗି ଜଳି ଯାଇଛି ୩ ପରିବାରର ୬ ବଖରା ଘର । ଗ୍ୟାସ ଟାଙ୍କି ଫାଟିବା ଯୋଗୁଁ ନିଆଁ ଛିଟିକି ଦୋକାନରେ ପଡିବାରୁ ଦୋକାନରେ ମଧ୍ୟ ନିଆଁ ଲାଗିଯାଇଥିଲା । ସୂଚନା…
Read More...
Read More...