Browsing Tag

lpg

ବ୍ୟବସାୟିକ LPG ପରିବର୍ତ୍ତେ PNG ବ୍ୟବହାରକୁ ପ୍ରୋତ୍ସାହନ, ନୂଆ ସଂଯୋଗରେ ରିହାତି ଓ କ୍ୟାସବ୍ୟାକ୍

New Delhi: ଦେଶରେ ଗ୍ୟାସ ଯୋଗାଣକୁ ସୁବ୍ୟବସ୍ଥିତ କରିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ବ୍ୟବସାୟିକ LPG ସିଲିଣ୍ଡର ବଦଳରେ ଏବେ ପାଇପ୍ଡ ନ୍ୟାଚୁରାଲ ଗ୍ୟାସ (PNG) ବ୍ୟବହାର କରିବାକୁ ଗ୍ରାହକମାନଙ୍କୁ ପରାମର୍ଶ ଦିଆଯାଇଛି। ନୂଆ PNG ସଂଯୋଗ ନେଲେ ଗ୍ରାହକଙ୍କୁ…
Read More...

ଗ୍ୟାସ୍ ଉପଭୋକ୍ତାମାନଙ୍କ ପାଇଁ ଆସିଲା ଖୁସି ଖବର

ଘରୋଇ ଏଲପିଜି ଯୋଗାଣ ଉପରେ ଚାପ ପଡ଼ିବା ମଧ୍ୟରେ, ସରକାର ପାଇପ୍ ରନ୍ଧନ ଗ୍ୟାସ୍ ଏବଂ ଏଲପିଜି ସଂଯୋଗ ରଖିଥିବା ଗ୍ରାହକମାନଙ୍କ ଉପରେ କଟକଣା ଜାରି କରିଛନ୍ତି ଏବଂ ସେମାନଙ୍କୁ ପରବର୍ତ୍ତୀ ସଂଯୋଗ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ମଧ୍ୟ କୁହାଯାଇଛି ଯେ PNG ସଂଯୋଗ ଥିବା…
Read More...

ଗ୍ରାହକଙ୍କ ପାଇଁ ଖୁସି ଖବର, କମିଲା ଗ୍ୟାସ ଦର

ନୂଆଦିଲ୍ଲୀ: ଶସ୍ତା ହେଲା ବାଣିଜ୍ୟିକ ଏଲ୍‌ପିଜି ସିଲିଣ୍ଡର ଦର । ୧୯ କି.ଗ୍ରା ସିଲିଣ୍ଡର ମୂଲ୍ୟ ୫୮.୫୦ ଟଙ୍କା ହ୍ରାସ ପାଇଛି । ତେବେ ୧୪.୨ କିଲୋଗ୍ରାମ ଘରୋଇ ଏଲ୍‌ପିଜି ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ ।ତୈଳ ବିପଣନ କମ୍ପାନିଗୁଡ଼ିକ ଦ୍ୱାରା ପ୍ରକାଶିତ ନୂତନ ଦର ତାଲିକା…
Read More...

୧୯ କେଜି କମର୍ସିଆଲ୍ ଗ୍ୟାସ ସିଲିଣ୍ଡର ପିଛା ୪୮.୫୦ଟଙ୍କା ବୃଦ୍ଧି

ନୂଆଦିଲ୍ଲୀ: ମାସ ଆରମ୍ଭରୁ ପୁଣି ବଢିଲା ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ । ୧୯ କେଜି କମର୍ସିଆଲ୍ ଗ୍ୟାସ ସିଲିଣ୍ଡର ପିଛା ୪୮.୫୦ଟଙ୍କା ବୃଦ୍ଧି ହୋଇଛି। ତେବେ ୧୪କେଜି ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନଥିବା ବେଳେ  IOCL ୱେବସାଇଟରେ ନୂଆ ଦର ନେଇ ସୂଚନା ରହିଛି।…
Read More...

କମିଲା କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର

ନୂଆଦିଲ୍ଲୀ: ଶସ୍ତା ହେଲା କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡର । ୧୯ କିଲୋଗ୍ରାମ୍ ଗ୍ୟାସ୍ ସିଲିଣ୍ଡର ଉପରେ ୩୯.୫୦ ଟଙ୍କା ଶସ୍ତା ହୋଇଛି । ନୂଆ ଦର ଆଜିଠାରୁ ଲାଗୁ ହେଉଥିବା ବେଳେ ଦିଲ୍ଲୀରେ ବର୍ତ୍ତମାନ ୧୭୫୭.୫୦ ଟଙ୍କାରେ ମିଳିବ ସିଲିଣ୍ଡର । ମାତ୍ର ଘରୋଇ ଏଲପିଜି ସିଲିଣ୍ଡର ଦରରେ କୌଣସି…
Read More...

କମର୍ସିଆଲ ଏଲପିଜି ସିଲିଣ୍ଡର ମୂଲ୍ୟରେ ୧୦୦ ଟଙ୍କା ହ୍ରାସ ପାଇଛି

ନୂଆଦିଲ୍ଲୀ: ଅଗଷ୍ଟ ମାସ ଆରମ୍ଭରୁ ଏଲପିଜି ସିଲିଣ୍ଡରର ମୂଲ୍ୟରେ ପରିବର୍ତ୍ତନ ଆସିଛି । ଏଥର କମର୍ସିଆଲ ଏଲପିଜି ସିଲିଣ୍ଡର ମୂଲ୍ୟରେ ୧୦୦ ଟଙ୍କା ହ୍ରାସ ପାଇଛି । ଏହି ପରିବର୍ତ୍ତନ ଯୋଗୁ ଦେଶର ରାଜଧାନୀ ନୂଆଦିଲ୍ଲୀରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୬୮୦ ଟଙ୍କା ହ୍ରାସ ପାଇଛି । ତେବେ ଘରୋଇ…
Read More...

ଏଲପିଜିର ମହଙ୍ଗା ମାଡରୁ ଆରମ୍ଭ ହେଲା ନବବର୍ଷ

ଭାରତ : ବର୍ଷ ଆରମ୍ଭରୁ ମହଙ୍ଗା ମାଡର ଶିକାର ହୋଇଛନ୍ତି ସାଧାରଣ ଲୋକ । ଦେଶରେ ଥିବା ସରକାରୀ କମ୍ପାନୀ ସବୁ ବାଣିଜ୍ୟିକ ଏଲପିଜିର ଦର ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି । ୧୯ କିଲୋଗ୍ରାମ ଏଲପିଜି ସିଲିଣ୍ଡର ମୂଲ୍ୟ ୨୫ଟଙ୍କା ବଢିଛି । ଦେଶର ବଡ ବଡ ସହର ତଥା ଦିଲ୍ଲୀ, କୋଲକାତା ଓ ଚେନ୍ନାଇ…
Read More...

୩୬ ଟଙ୍କା କମିଲା ବ୍ୟବସାୟିକ ଏଲପିଜି ସିଲିଣ୍ଡରର ଦାମ

ନୂଆଦିଲ୍ଲୀ: ମହଙ୍ଗା ମଧ୍ୟରେ ଖୁସି ଖବର । ସଂପ୍ରତି ବ୍ୟବସାୟିକ ସିଲିଣ୍ଡରର ଦାମ ୩୬ ଟଙ୍କା କମିଯାଇଛି। ତେବେ ଘରୋଇ ସିଲିଣ୍ଡରର ଦାମରେ କୌଣସି ପରିବର୍ତ୍ତନ ହୋଇନାହିଁ। ୧୯ କିଲୋ ବିଶିଷ୍ଟ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ଦାମ ୩୬ ଟଙ୍କା କମିଯାଇଛି। ସଂପ୍ରତି ରାଜଧାନୀ ଦିଲ୍ଲୀରେ ବ୍ୟବସାୟିକ…
Read More...

୫ ବର୍ଷରେ ଏଲ୍‌ପିଜି ଦୁଇଗୁଣା ମହଙ୍ଗା

ନୂଆଦିଲ୍ଲୀ : ଦେଶରେ ଗତ ୫ ବର୍ଷ ମଧ୍ୟରେ ଏଲ୍‌ପିଜି ଦାମ୍‌ ପ୍ରାୟ ଦୁଇଗୁଣା ମହଙ୍ଗା ହୋଇଛି। ୨୦୧୭ ଜୁଲାଇ୬ରେ ଦେଶରେ ୧୪.୨ କିଗ୍ରା ବିଶିଷ୍ଟ ଏଲପିଜି ସିଲିଣ୍ଡର ମୂଲ୍ୟ ୫୬୪ ଟଙ୍କା ରହିଥିଲା। କିନ୍ତୁ ଗତକାଲି ଏଥିରେ ୫୦ ଟଙ୍କା ବୃଦ୍ଧି କରାଯାଇଛି। ଫଳରେ ଦିଲ୍ଲୀରେ ଏଲପିଜି ସିଲିଣ୍ଡର…
Read More...

ଦରବୃଦ୍ଧିକୁ ନେଇ ରାଜରାସ୍ତାକୁ ଓହ୍ଲାଇବ ବିଜେଡି

ଭୁବନେଶ୍ୱର: ଦରବୃଦ୍ଧି ପ୍ରସଙ୍ଗରେ ଆନ୍ଦୋଳନକୁ ଓହ୍ଲାଇବ ବିଜେଡି । କେନ୍ଦ୍ର ସରକାର ଦର ବୃଦ୍ଧି ନିୟନ୍ତ୍ରଣରେ ବିଫଳ ହେଉଥିବାରୁ ବର୍ଷିଛନ୍ତି ବିଜେଡି ଓ କଂଗ୍ରେସ । ପେଟ୍ରୋଲ ଦର ସାଙ୍ଗକୁ ଇନ୍ଧନ ଗ୍ୟାସର ଦରବୃଦ୍ଧି ସାଧରଣ ଲୋକଙ୍କୁ ବେହାଲ କଲାଣି । କେବଳ ସେତିକି ନୁହେଁ ଅତ୍ୟାବଶ୍ୟକୀୟ…
Read More...