Browsing Tag

Lower PMG

ଲୋୟର ପିଏମଜିରେ ଘରୋଇ ବସ ମାଲିକ ସଂଘର ସଦସ୍ୟ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କର ଲକ୍ଷ୍ମୀ ଯୋଜନା ଓ ମୋ ବସ ଚଳାଚଳର ପ୍ରକ୍ରିୟା ବିରୋଧରେ ରାଜ୍ୟ ଘରୋଇ ବସ ମାଲିକ ସଂଘ ଭୁବନେଶ୍ୱର ଲୋୟର ପିଏମଜିରେ ଏକାଠି ହୋଇଛନ୍ତି । ରାଜ୍ୟ ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ବସିଛନ୍ତି ବସ ମାଲିକ। ସରକାର ନ ଶୁଣିଲେ ଡିସେମ୍ବର…
Read More...