Browsing Tag

Lords test

କାନ୍ଦି ପକାଇଲେ ଆଣ୍ଡରସନ

ନୂଆଦିଲ୍ଲୀ: ଲର୍ଡ୍ସ ଟେଷ୍ଟରେ ଏକ ବୃହତ ବିଜୟ ପରେ ଇଂଲଣ୍ଡ ଖେଳାଳୀଙ୍କ ସମେତ ସେଠାକାର ଗଣମାଧ୍ୟମ ମଧ୍ୟ ଚିନ୍ତାରେ ପଡିଛନ୍ତି । ଦ୍ୱିତୀୟ ଟେଷ୍ଟର ପଞ୍ଚମ ଦିନରେ ବାଜି ଓଲଟାଇ ମ୍ୟାଚ ଜିତି ନେଇଥିଲା ଭାରତ । ତେବେ ମ୍ୟାଚ ପରେ ଏହି ମ୍ୟାଚକୁ ନେଇ ବିଭିନ୍ନ ଘଟଣା ଏବେ ସାମନାକୁ ଆସୁଛି । ଏହା…
Read More...

ଲର୍ଡ୍ସ ପରାଜୟ ପରେ ଭାରତ ବିରୁଦ୍ଧରେ ଅଭିଯୋଗ

ନୂଆଦିଲ୍ଲୀ: ଭାରତ ବିପକ୍ଷ ଲର୍ଡ୍ସ ଦ୍ୱିତୀୟ ଟେଷ୍ଟରେ ଏକ ବଡ ବ୍ୟବଧାନରେ ହାରିବା ପରେ ଇଂଲଣ୍ଡ ଦଳ ଚିନ୍ତାରେ ପଡିଯାଇଛି । ଏହି ପରାଜୟକୁ ଇଂଲିଶ ଦଳ କିମ୍ବା ଇଂଲଣ୍ଡ ମିଡିଆ ସହଜରେ ଗ୍ରହଣ କରିପାରି ନାହିଁ । ସେଥିପାଇଁ ଭାରତୀୟ ଦଳ ଉପରେ ଭିତ୍ତିହୀନ ଅଭିଯୋଗ କରିଛି ଇଂଲଣ୍ଡର ଗଣମାଧ୍ୟମ ।…
Read More...

ପୁଣି ଇଂଲଣ୍ଡ ଉପରେ ଭାରତର ବିଜୟ

ଲର୍ଡ୍ସ: ଗୋଟିଏ ପଟେ ଇଂରେଜ ଶାସନ ଉପରେ ବିଜୟ ଏବଂ ଭାରତର ସ୍ୱାଧୀନତାକୁ ୭୪ ବର୍ଷ ପୂର୍ତ୍ତି ଉପଲକ୍ଷେ ଉତ୍ସବ ପାଳନ କରୁଛି । ଅନ୍ୟପଟେ ଭାରତ ପୁଣି ଥରେ ଇଂରେଜ ମାନଙ୍କ ଉପରେ ସେମାନଙ୍କ ଘରେ ବିଜୟ ହାସଲ କରିଛି । ଏ ବିଜୟ ହେଉଛି ଲର୍ଡ୍ସ ଗ୍ରାଉଣ୍ଡରେ ଐତିହାସିକ ଟେଷ୍ଟ ମ୍ୟାଚର । ଦ୍ୱିତୀୟ…
Read More...

ଭାରତ ପାଇଁ ସଙ୍କଟମୋଚକ ରାହୁଲ

ଲର୍ଡ୍ସ: ଐତିହାସିକ ଲର୍ଡ୍ସ ମଇଦାନରେ ଇତିହାସ ରଚିଛନ୍ତି ଭାରତୀୟ ଓପନର କେ.ଏଲ ରାହୁଲ । ଦଳ ପାଇଁ ବ୍ୟକ୍ତିଗତ ୧୨୭ ରନର ପାଳି ବଳରେ ଦଳ ୨୭୬ ରନର ଏକ ବିଶାଳ ସ୍କୋର ଇଂଲଣ୍ଡ ସାମନାରେ ରଖିଛି । ଦ୍ୱିତୀୟ ଟେଷ୍ଟରେ ଟସ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲେ ଇଂଲଣ୍ଡ ଜୋ ରୁଟ ।…
Read More...

ଭାରତ ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ

ଲର୍ଡ୍ସ: ଆରମ୍ଭ ହୋଇଛି ଭାରତ-ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ । ଘାତ ପ୍ରତିଘାତ ପରେ ଶେଷରେ ପଡିଛି ଟସ । ଏହି ମ୍ୟାଚରେ ଟସ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଛନ୍ତି ଇଂଲଣ୍ଡ ଦଳର ଅଧିନାୟକ ଜୋ ରୁଟ । ଭାରତକୁ ବ୍ୟାଟିଂ କରିବା ପାଇଁ ସେ ଆମନ୍ତ୍ରିତ କରିଛନ୍ତି । ଏହି ମ୍ୟାଚରେ ଭାରତ…
Read More...

ସମଗ୍ର ସିରିଜରୁ ବାଦ ପଡିଲେ ବ୍ରଡ

ଲର୍ଡ୍ସ: ଭାରତ–ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରୁ ପ୍ରଥମ ମ୍ୟାଚ ଧୋଇଗଲା ପରେ ଆଜିଠାରୁ ଆରମ୍ଭ ହେବ ଦ୍ୱିତୀୟ ମ୍ୟାଚ । ଲର୍ଡ୍ସ ଗ୍ରାଉଣ୍ଡରେ ଉଭୟ ଦଳ ଆଜି ସିରିଜର ପ୍ରଥମ ବିଜୟ ପାଇଁ ଲଢେଇ ଆରମ୍ଭ କରିବେ । କିନ୍ତୁ ମ୍ୟାଚ ଆରମ୍ଭର ଠିକ ପୂର୍ବରୁ ଇଂଲଣ୍ଡ ଦଳକୁ ଲାଗିଛି…
Read More...