Browsing Tag

loot case

୫୦୦ ଗ୍ରାମ ସୁନା ଓ ୧୧ କିଲୋ ରୁପା ଜବତ: ଅଳଙ୍କାର ଲୁଟ୍ ଗ୍ୟାଙ୍ଗର ୧୨ ସଦସ୍ୟଙ୍କୁ ଗିରଫ କଲା ଖୋର୍ଦ୍ଧା ପୋଲିସ

ଖୋର୍ଦ୍ଧା ପୋଲିସ ମଙ୍ଗଳବାର ଦିନ ଚାରୋଟି ଥାନା ଅଞ୍ଚଳରେ ଘଟିଥିବା ଏକାଧିକ ଅଳଙ୍କାର ଲୁଟ୍ ଘଟଣାର ପର୍ଦ୍ଦାଫାସ କରିଛି ଏବଂ ଏଥିରେ ସମ୍ପୃକ୍ତ ୧୨ ଜଣଙ୍କୁ ଗିରଫ କରିଛି।ଅଭିଯୁକ୍ତମାନେ ଗତ ଦୁଇ ମାସ ମଧ୍ୟରେ ବାଣପୁର, ବାଲୁଗାଁ, ଟାଙ୍ଗୀ ଏବଂ ନାଚୁଣୀ ଥାନା ଅଞ୍ଚଳରେ ସୁନା ଓ ରୂପା ଅଳଙ୍କାର…
Read More...

ଭୁବନେଶ୍ୱରରେ ଚେନ୍‌ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାସ୍: ପାଞ୍ଚ ଗିରଫ, ସୁନା ଓ ବାଇକ୍ ଜବତ

କମିଶନରେଟ୍ ପୋଲିସ ଗତ ଚାରି ମାସ ଧରି ଭୁବନେଶ୍ୱର ଏବଂ କଟକରେ ସକ୍ରିୟ ଥିବା ଏକ ବାଇକ୍-ବାହୀ ଚେନ୍-ସ୍ନାଚର୍ ଗ୍ୟାଙ୍ଗ୍ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ନିରନ୍ତର ତଦନ୍ତ ପରେ ପୋଲିସ ପାହାଳ, ବାଲିଅନ୍ତା, ମଞ୍ଚେଶ୍ୱର, ଚନ୍ଦ୍ରଶେଖରପୁର ଏବଂ କଟକ ସଦର ପିଏସରେ ରିପୋର୍ଟ ହୋଇଥିବା ଅତି…
Read More...

ମାରଣାସ୍ତ୍ର ଦେଖାଇ ସୁନା ବ୍ୟବସାୟୀଙ୍କ ଘରୁ ସୁନା ଗହଣା ଲୁଟିନେଲେ ଦୁର୍ବୃତ୍ତ

ସୁନା ବ୍ୟବସାୟୀଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ । ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ସିନ୍ଧେକେଲା ଅଞ୍ଚଳରେ ଜଣେ ବ୍ୟବସାୟୀଙ୍କ ଘରେ ସଶସ୍ତ୍ର ଡକାୟତି ଘଟଣା ସାମ୍ନାକୁ ଆସିଛି। ସୁନା ବ୍ୟବସାୟୀ ଫୁଲଚନ୍ଦ ଜୈନଙ୍କ ଘରେ ଦୁର୍ବୃତ୍ତମାନେ ପଶି ମାରଣାସ୍ତ୍ର ଦେଖାଇ ସୁନା ଗହଣା ଲୁଟି ନେଇଥିବା…
Read More...