Browsing Tag

LOC

ପୁଞ୍ଚ ଜିଲ୍ଲା ସୀମାନ୍ତରେ ପାକିସ୍ତାନର ଆକ୍ରମଣରେ ନିରୀହ ଲୋକରଙ୍କର ମୃତ୍ୟୁ

ନୂଆଦିଲ୍ଲୀ-: ‘ଅପରେସନ ସିନ୍ଦୂର’ରେ ପାକିସ୍ତାନ ଡରିକି ଛାନିଆ। ତେଣୁ ଭାରତର ମୁକାବିଲା କରିବାକୁ ଅସମର୍ଥ ଏହି ଦେଶ ଟାର୍ଗେଟ୍ କରୁଛି ଏଲଓସିରେ ରହୁଥିବା ସାଧାରଣ ନାଗରିକଙ୍କୁ । ପହଲଗାମ୍ ନରସଂହାର ପରେ ଭାରତ କାଳେ ଆକ୍ରମଣ କରିବ ସେହି ଭୟରେ ପାକିସ୍ତାନ ଯୁଦ୍ଧ ବିରତି ନମାନି ଗୁଳି ଚାଳନା…
Read More...

ଭାରତୀୟ ସେନାର ଦୃଢ଼ ଜବାବରେ ପୋଷ୍ଟ ଛାଡ଼ି ପଳାୟନ କଲେ ପାକିସ୍ତାନୀ ସେନା

ନୂଆଦିଲ୍ଲୀ-: ଜମ୍ମୁ ଏବଂ କାଶ୍ମୀରର ନିୟନ୍ତ୍ରଣ ରେଖା (LoC)ରେ ଉତ୍ତେଜନା ତୀବ୍ର ଭାବରେ ବୃଦ୍ଧି ପାଇଛି । ଭାରତୀୟ ସେନା ପାକିସ୍ତାନ ଦ୍ୱାରା ଅସ୍ତ୍ରବିରତି ଉଲ୍ଲଂଘନର କଡ଼ା ଜବାବ ଦେବା ସହ ଆକ୍ରମଣ କରିଛି । ସରକାରୀ ସୂତ୍ର ଅନୁସାରେ, ପାକିସ୍ତାନୀ ସୈନ୍ୟମାନେ ସେମାନଙ୍କର ଅନେକ ଆଗୁଆ…
Read More...

ଭାରତର ସମ୍ଭାବ୍ୟ ଏୟାର ଷ୍ଟ୍ରାଇକର ଭୟରେ ଜମ୍ମୁ ଓ କାଶ୍ମୀର ସୀମା ନିକଟରେ ରାଡାର ସିଷ୍ଟମ ଘୁଞ୍ଚାଇଲା ପାକିସ୍ତାନ

ଶ୍ରୀନଗର-: ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ସାତ ଦିନ ବିତିଗଲାଣି। ଏହି ଆକ୍ରମଣ ପରେ ଭାରତ ପକ୍ଷରୁ ସାମରିକ କାର୍ଯ୍ୟାନୁଷ୍ଠାନର ଆଶଙ୍କା କରି ଭୟଭୀତ ହୋଇପଡ଼ିଛି ପାକିସ୍ତାନ। ଭାରତର ସମ୍ଭାବ୍ୟ ଏୟାର ଷ୍ଟ୍ରାଇକର ଭୟରେ ଜମ୍ମୁ ଓ କାଶ୍ମୀର ସୀମା ନିକଟରେ ନିଜର…
Read More...

ପାକିସ୍ତାନ ସୀମା ନିକଟରେ ଘାତକ ଅର୍ଜୁନ ଟ୍ୟାଙ୍କର ସାମରିକ ଅଭ୍ୟାସ

ନୂଆଦିଲ୍ଲୀ-: ପହଲଗାମର ବୈସରନ ଉପତ୍ୟକାରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବେ ଆକ୍ସନ ମୋଡ଼କୁ ଆସିଛି। ଏନେଇ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ବୈସରନ ଉପତ୍ୟକାର ଆତଙ୍କବାଦୀଙ୍କୁ ନିପାତ କରାଯିବ। ଅନ୍ୟପଟେ ଭାରତୀୟ ସେନା ସହିତ ନୌସେନା ଏବଂ ବାୟୁସେନା ଯେ କୌଣସି ପରିସ୍ଥିତି…
Read More...

ପାକିସ୍ତାନୀ ସେନା ଫାୟାରିଂର ଜବାବ ଦେଉଛି ଭାରତୀୟ ସେନା

ନୂଆଦିଲ୍ଲୀ-: ନିୟନ୍ତ୍ରଣ ରେଖାରେ କିଛି ସ୍ଥାନୀରେ ପାକିସ୍ତାନୀ ସେନା ତରଫରୁ ଫାୟାରିଂ କରାଯାଇଛି । ଭାରତୀୟ ସେନା ଅଧିକାରୀ ସୂଚନା ଦେଇଛନ୍ତି କି ଏହାର କଡା ଜବାବ ଦିଆଯାଇଛି । ସେନାର ସୂଚନା ଅନୁସାରେ ଭାରତୀୟ ସେନା ଗୁରୁବାର ରାତିରେ ଜମ୍ମୁ କଶ୍ମୀରରେ ନିୟନ୍ତ୍ରଣ ରେଖାରେ କିଛି ସ୍ଥାନରେ…
Read More...

ଏଲଓସିରେ ଆତଙ୍କବାଦୀଙ୍କ ଅନୁପ୍ରବେଶକୁ ଭାରତୀୟ ସେନା ଅଟକାଇବାରେ ସଫଳ

ଜମ୍ମୁ-କଶ୍ମୀର-: ଗତକାଲି ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଆଜି ସକାଳୁ ଜମ୍ମୁ-କଶ୍ମୀରରେ ପ୍ରବଳ ଗୁଳି ବିନିମୟ ପରେ ସେନା ଦୁଇ ଜଣ ଆତଙ୍କବାଦୀଙ୍କୁ ନିଷ୍କ୍ରିୟ କରିଛି । ଏହି ଅଭିଯାନ ଆତଙ୍କବାଦୀଙ୍କ ଅନୁପ୍ରବେଶ ପ୍ରୟାସକୁ ସଫଳତାର ସହ ପଣ୍ଡ କରିଛି ଭାରତୀୟ ସେନା । ଘଟଣାସ୍ଥଳରୁ ବହୁ…
Read More...