ଅବକାରୀ ବିଭାଗ ତରଫରୁ ଛଢାଉ: ୩୫ ଲିଟର ଦେଶୀ ମଦ ଜବତ, ଜଣେ ଗିରଫ
ରାଇରଙ୍ଗପୁର/ ସତ୍ୟନାରାୟଣ ପାଲ: ଦିନକୁ ଦିନ ଚୋରା ମଦ କାରବାର ବାମନଘାଟୀ ଉପଖଣ୍ଡରେ ବିଭିନ୍ନ ସ୍ଥାନରେ ବୃଦ୍ଧିପାଉଛି । ଯାହାଫଳରେ ସାମାଜିକ ସୁସ୍ଥ ପରିବେଶ ଦିନକୁ ଦିନ ଅଶାନ୍ତ ହେଉଛି । ବେଆଇନ ମଦ ବିକ୍ରି, ମଦ ଚୋରାଚାଲାଣ ବିରୋଧରେ ଅବକାରୀ ବିଭାଗର କଠୋର କାର୍ଯ୍ୟନୁଷ୍ଠାନ ।…
Read More...
Read More...