Browsing Tag

lift accident

ଲିଫ୍ଟ ଅଘଟଣ ଘଟଣାରେ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି

ବ୍ୟୁରୋ: ଲିଫ୍ଟ ଅଘଟଣ ଘଟଣାରେ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି । ମହାରାଷ୍ଟ୍ର ଥାନେରେ ଗତକାଲି ଘଟିଥିବା ଏହି ଦୁର୍ଘଟଣାରେ ପ୍ରାୟ ୭ଜଣଙ୍କ ମୃତ୍ୟୁ ହୋଇଥିବା ଥାନେ ମୁନସିପାଲ କର୍ପୋରେସନ ପକ୍ଷରୁ କୁହାଯାଇଛି । ଗତ କାଲି ମହାରାଷ୍ଟ୍ର ଥାନେରେ ଲିଫ୍ଟ ଛିଡିପଡିବାରୁ ପ୍ରାୟ ୭ ଜଣଙ୍କ ପ୍ରାଣ…
Read More...