ଲିବ୍ୟାର ମେରୁଦଣ୍ଡ ଭାଙ୍ଗି ଦେଇଛି ଶକ୍ତିଶାଳୀ ବାତ୍ୟା ‘ଡାନିଏଲ’
ବ୍ୟୁରୋ: ବାତ୍ୟା ନେଲା ଅନେକ ଜୀବନ । ଡାନିଏଲ ବାତ୍ୟା ପାଇଁ ଚାରିଆଡେ ହା ହା କାର । ରହିବା ପାଇଁ ନାହିଁ ଛାତ କି ଖାଇବା ପାଇଁ ନାହିଁ ଖାଦ୍ୟା । ଲିବ୍ୟାର ମେରୁଦଣ୍ଡ ଭାଙ୍ଗି ଦେଇଛି ଶକ୍ତିଶାଳୀ ବାତ୍ୟା ଡାନିଏଲ । ଏହି ବାତ୍ୟ ନେଇଛି ହଜାର ହଜାର ଜୀବନ । ବର୍ତ୍ତମାନ ସୁର୍ଦ୍ଧା ୧୧,୩୦୦…
Read More...
Read More...