Browsing Tag

Letter from Finance Department regarding additional budget

ଅତିରିକ୍ତ ବଜେଟ ନେଇ ଅର୍ଥ ବିଭାଗର ଚିଠି

ଭୁବନେଶ୍ୱର : ଅତିରିକ୍ତ ବଜେଟ ନେଇ ଅର୍ଥ ବିଭାଗର ଚିଠି | ସବୁ ବିଭାଗକୁ ଚିଠି ଲେଖିଲା ଅର୍ଥ ବିଭାଗ | ଜୁଲାଇ ସୁଦ୍ଧା ପ୍ରସ୍ତାବ ଦେବାକୁ ସବୁ ବିଭାଗ କୁ ଚିଠି | ମୌସୁମୀ କିମ୍ବା ଶୀତ ଅଧିବେଶନରେ ଆସିବ ଅତିରିକ୍ତ ବଜେଟ | ତେବେ ଏହି ଅତିରିକ୍ତ ବଜେଟ ଆସିବା ନେଇ ଚର୍ଚ୍ଚା ଜୋର ଧରିଛି |…
Read More...