Browsing Tag

Lawyer Association

ଓକିଲ ସଂଘର ନୂତନ କର୍ମକର୍ତ୍ତାମାନଙ୍କ ଶପଥ ଗ୍ରହଣ

ଗଞ୍ଜାମ/ ରଜନୀକାନ୍ତ ପାତ୍ର: ହିଂଜିଳିକାଟୁ ଓକିଲ ସଂଘର ନୂତନ କର୍ମକର୍ତ୍ତାମାନଙ୍କର ଶପଥ ଗ୍ରହଣ ଉତ୍ସବ ଓକିଲ ସଙ୍ଘ ସଭା ଗୃହ ରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ଉତ୍ସବରେ ନବନିର୍ବାଚିତ ସମସ୍ତ କର୍ମକର୍ତ୍ତାଙ୍କୁ ନିର୍ବାଚନ ଅଧିକାରୀ ଚିତ୍ତରଞ୍ଜନ ମହାରଣା ଗୋପନିୟ ଭାବେ ଶପଥପାଠ…
Read More...

ରାୟଗଡା ଓ ଗୁଣୁପୁର ଓକିଲ ସଂଘର ନିର୍ବାଚନ ଅନୁଷ୍ଠିତ

ରାୟଗଡା/ ରବିନ୍ଦ୍ର କୁମାର ସାହୁ: ରାୟଗଡା ଜିଲ୍ଲାର ରାୟଗଡା ଓ ଗୁଣୁପୁର ଓକିଲ ସଂଘର ନିର୍ବାଚନ ଶାନ୍ତି ଶୃଙ୍ଖଳାରେ ଆୟୋଜିତ ହୋଇଯାଇଛି । ଏହି ନିର୍ବାଚନରେ ସଭାପତି ଦେବପ୍ରସାଦ ପଟ୍ଟନାୟକ ନିର୍ବାଚିତ ହୋଇଥିବାବେଳେ ଉପସଭାପତି ଭାବେ ପଦ୍ମନାଭ ଦାସ, ସମ୍ପାଦକ ଭାବେ ମେଘ।ନନ୍ଦ ନାୟକ, ଯୁଗ୍ମ…
Read More...

ଦ୍ୱିତିକୃଷ୍ଣ ସାବତ ହେଲେ ଓକିଲ ସଂଘର ସଭାପତି

ଗଞ୍ଜାମ / ରଜନୀକାନ୍ତ ପାତ୍ର : ହିଞ୍ଜିଳିକାଟୁ ରାଜ୍ୟ ବାର କାଉଁସିଲର ର ନିଦେଶ କ୍ରମେ ହିଞ୍ଜିଳିକାଟୁ ଓକିଲ ସଙ୍ଘ ର ନିର୍ବାଚନ ସେଶ ହୋଇଯାଇଛି । ଏଥିରେ ଦ୍ବିତିକୃଷ୍ଣ ସାବତ ସଭାପତି ଆସନ ଗ୍ରହଣ କରିଥିବା ୋବଳେ ଉପସଭାପତି ଜଗତମୋହନ ସାହୁ , ସମ୍ପାଦକ ସାନ୍ତୁନ କୁମାର ପୋଲାଇ ଓ ସହ ସମ୍ପାଦକ…
Read More...