ଅରବିନ୍ଦ କେଜରିୱାଲଙ୍କୁ ହତ୍ୟା ଧମକ; ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ପକ୍ଷରୁ ୭ କୋଟି ଟଙ୍କା ଦାବି କରାଯାଇଥିବା ଅଭିଯୋଗ
ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା 'ଆମ୍ ଆଦମୀ ପାର୍ଟି' (AAP) ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଥିବା ଏକ ଜୀବନରୁ ମାରିଦେବାର ଧମକକୁ ନେଇ ପୋଲିସ ତଦନ୍ତ କରୁଛି। ଅଭିଯୋଗ ଅନୁଯାୟୀ, ଏହି ଧମକ 'ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ' ନାମରେ ଦିଆଯାଇଛି ଏବଂ ଫୋନ୍ କରିଥିବା ବ୍ୟକ୍ତି ଜଣକ ୭…
Read More...
Read More...