Browsing Tag

latest political news

୬୦୧୫ ଭୋଟରେ ଜିତିଛନ୍ତି ବିନେଶ ଫୋଗତ

ହରିୟାଣା: ବାଜି ମାରିଲେ ବିନେଶ୍ । କୁସ୍ତି ପରେ ଏବେ ରାଜନୀତିରେ କଲେ କମାଲ । ଚିତପଟାଙ୍ଗ ହେଲେ ପ୍ରତିଦ୍ୱନ୍ଦ୍ୱି ଯୋଗେଶ ବୈରାଗୀ । ହରିୟାଣାର ଜୁଲାନା ବିଧାନସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସର ବିନେଶ ଫୋଗତ ବିଜୟୀ ହୋଇଛନ୍ତି। ୬୦୧୫ ଭୋଟରେ ଜିତିଛନ୍ତି ପୂର୍ବତନ ତାରକା କୁସ୍ତିଯୋଦ୍ଧା…
Read More...

ସଞ୍ଜୟ ସିଂହ ସୂଚନା ଓ ପ୍ରସାରଣ ବିଭାଗର ପ୍ରମୁଖ ସଚିବ

ଭୁବନେଶ୍ୱର: ୧୯୯୭ ବ୍ୟାଚ ଆଇଏଏସ ସଞ୍ଜୟ କୁମାର ସିଂହଙ୍କୁ ଭୁବନେଶ୍ୱର ଡେଭେଲପମେଣ୍ଟ ଅଥରିଟି (ବିଡିଏ)ର ଉପାଧ୍ୟକ୍ଷ, ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ), କ୍ରୁଟର ପରିଚାଳନା ନିର୍ଦ୍ଦେଶକ ଏବଂ ରାଜ୍ୟ ସରକାରଙ୍କ ସୂଚନା ଓ ପ୍ରସାରଣ ବିଭାଗର…
Read More...

ବାହା ହେବାକୁ କହି ଆସିଲେନି ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର !

ତିର୍ତ୍ତୋଲ: ବିଧାୟକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ପ୍ରେମିକା । ବାହା ହେବାକୁ କହି ଆସିଲେନି ବିଧାୟକ। ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ନାଁରେ କିଛି ଏହିଭଳି ଗୁରୁତର ଅଭିଯୋଗ ଆଣିଛନ୍ତି ତାଙ୍କ ପ୍ରେମିକା ସୋମାଲିକା। ବିବାହ ପାଇଁ କୋର୍ଟକୁ ଆସିବାକୁ କହି ବିଜୟ ଆସିନଥିବା…
Read More...

ଶପଥ ନେଲେ ନବୀନଙ୍କ ନୂଆ ଟିମ, ଲୋକସେବା ଭବନ କନଭେନସନ ହଲରେ ଶପଥ ପାଠ

ଭୁବନେଶ୍ୱର:  ଶପଥ ନେଲେ ନବୀନଙ୍କ ନୂଆ ଟିମ । ପଞ୍ଚମପାଳିର ତୃତୀୟ ବର୍ଷ ପୂର୍ତ୍ତି ପରେ ନିଜ ମନ୍ତ୍ରୀ ମଣ୍ଡଳରେ ସବୁଠୁ ବଡ ଅଦଳବଦଳ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଦିନ ୧୧ ଟା ୪୫ମିନିଟ ସମୟରେ ରାଜ୍ୟପାଳ ଗଣେଶୀ ଲାଲ ଲୋକସେବା ଭବନରେ ପ୍ରଥମ ଥର ପାଇଁ ନୂଆ ମନ୍ତ୍ରୀ…
Read More...

କାଲି ଶପଥ ନେବେ ନୂଆ ମନ୍ତ୍ରୀ: ୨୦ ଜଣ ମନ୍ତ୍ରୀଙ୍କୁ ମିଳିବ ନୂଆ ଦାୟିତ୍ୱ

ଭୁବନେଶ୍ୱର: ରାଜ୍ୟ ମନ୍ତ୍ରିମଣ୍ଡଳର ହେବ ନବକଳେବର।ନବୀନଙ୍କ ମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେଇଛନ୍ତି ସମସ୍ତ ମନ୍ତ୍ରୀ । ମନ୍ତ୍ରିମଣ୍ଡଳରେ ଥିବା ୨୦ ଜଣ ମନ୍ତ୍ରୀ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ସେପଟେ ଆସନ୍ତାକାଲି ୧୧.୪୫ରେ ଅନୁଷ୍ଠିତ ହେବ ଶପଥ ଗ୍ରହଣ ଉତ୍ସବ । ନୂତନ ମନ୍ତ୍ରୀ ମଣ୍ଡଳରେ…
Read More...

ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବ ଦେଲେ ଇସ୍ତଫା, ରାଜ୍ୟପାଳଙ୍କ ନିକଟରେ ଇସ୍ତଫା ଦାଖଲ

ନୂଆଦିଲ୍ଲୀ: ଇସ୍ତଫା ଦେଲେ ତ୍ରିପୁରା ମୁଖ୍ୟମନ୍ତ୍ରୀ। ବିପ୍ଲବ କୁମାର ଦେବ ଇସ୍ତଫା ଦେଇଛନ୍ତି। ବିପ୍ଲବ କୁମାର ଦେବ ଶନିବାର ସିଏମ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ରାଜ୍ୟପାଳଙ୍କ ନିକଟରେ ଦାଖଲ କରିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବାର ଗୋଟିଏ ଦିନ ପରେ ସେ…
Read More...