ପୋଲିସ ବାବୁଙ୍କ ଦାଦାଗିରି: ଚିକିତ୍ସା ଅବସ୍ଥାରେ ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି
ନୀଳଗିରି: ଚିକିତ୍ସା ସମୟରେ ସାମ୍ବାଦିକଙ୍କ ଗୋଡ଼ରେ ପଡ଼ିଲା ବେଡି । ବାଲେଶ୍ୱରରେ ଦେଖିବାକୁ ମିଳିଛି ଏହିଭଳି ଅଭାବନୀୟ ଘଟଣା । ସବୁ ସୀମା ଟପିଯାଇଛି ନୀଳଗିରି ପୋଲିସ । ଡାକ୍ତରଖାନାରେ ପୋଲିସ ବାବୁଙ୍କ ଖୁଲମଖୁଲ୍ଲା ଦାଦାଗିରି । ଜଣେ ଗଣମାଧ୍ୟମ ପ୍ରତିନିଧି ଲୋକନାଥ ଦଳାଇଙ୍କୁ ଆକ୍ରମଣ କରି…
Read More...
Read More...