Browsing Tag

latest crime news

ପୋଲିସ ପେଟ୍ରୋଲିଙ୍ଗ ବେଳେ ୧୮୫ କିଲୋ ଗଞ୍ଜେଇ ଜବତ

ଗଞ୍ଜାମ: ପାଟପୁର ଥାନା କଂସାମାରି - ଶବର ପଲ୍ଲୀ ରାସ୍ତାରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ଏକ ଟାଟା ଏସି ଗାଡିକୁ ସନ୍ଦେହ ଜନକ ଭାବେ ଅଟକ ରଖିଥିଲା ପୋଲିସ। ଏଥିସହ ଗାଡିରେ ଥିବା ଏକ ଆଲମାରୀକୁ ମଧ୍ୟ ଯାଞ୍ଚ କରିଥିଲା । ସେଥିରୁ ଯାଞ୍ଚ ବେଳେ ୧୮୫ କିଲୋ ଗଞ୍ଜେଇ ଜବତ ହୋଇଥିବା ବେଳେ ପୋଲିସ…
Read More...

ତଣ୍ଟି କାଟି ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ, ୬ ବର୍ଷର ଝିଅକୁ ବି ଛାଡ଼ିନି ପିଶାଚ ବାପା

ଭୁବନେଶ୍ୱର: ପାରିବାରିକ କଳହର କରୁଣ ପରିଣତି । ରାଜଧାନୀ ଭୁବନେଶ୍ୱରରେ ତଣ୍ଟି କାଟି ସ୍ତ୍ରୀକୁ ହତ୍ୟା କରିଛି ସ୍ୱାମୀ। ଏଥିସହ ନିଜ ୬ ବର୍ଷର ଝିଅକୁ ବି ଛାଡ଼ିନି ପିଶାଚ ବାପା । ତା’ର ବି ତଣ୍ଟି କାଟି ଦେଇଛି। ତେବେ ଝିଅର ଅବସ୍ଥା ଭଲ ଅଛି।ରାଜଧାନୀର ଘାଟିକିଆ ଅଞ୍ଚଳରେ ଘଟିଛି ଏହି ଅଭାବନୀୟ…
Read More...

ଟ୍ରକରେ ହେଉଥିଲା ଗଞ୍ଜେଇ ଚୋରା ଚାଲାଣ, ଡ୍ରାଇଭର ଗିରଫ

ଗଞ୍ଜାମ:  ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଆମ୍ବଗଡ଼ ନିକଟରୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ ହୋଇଥିବା ବେଳେ ଜଣେ ଗିରଫ କରିଛି । ଦିନକୁ ଦିନ ଗଞ୍ଜେଇ ଚୋରା ଚାଲାଣ ବୃଦ୍ଧି ପାଉଥିବା ନେଇ ଧରପଗଡ଼ ପାଇଁ ଅଣ୍ଟା ବାନ୍ଧିଛି ପ୍ରଶାସନ । ସେହିଭଳି ଆଜି ଭୋର ସକାଳ ସମୟରେ ଗଜପତି…
Read More...

ମଦ ପିଇ ଗଣ୍ଡଗୋଳରୁ ହତ୍ୟା: ୩ ଯୁବକ ଥାନାରେ ଅଟକ

ସାଲେପୁର: ବିଳମ୍ବିତ ରାତିରେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ମହାଜନପୁର ପାଣି ଟାଙ୍କି ପରିସରରେ ୩ ଜଣ ଯୁବକ ମଦ୍ୟପାନ କରି ନିଜ ଭିତରେ ମାଡପିଟ୍ ଓ ଠେଲାପେଲା ହେବାରୁ ଜଣେ ଏକ ସିମେଣ୍ଟ ଚଟାଣରେ ପଡ଼ିଥିବାରୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତରିତ ହୋଇଥିଲେ। କିନ୍ତୁ ସେଠାରେ ଡାକ୍ତର…
Read More...

ଫିନାଇଲ ପିଇ ଗିରଫ ଅଭିଯୁକ୍ତର ଆତ୍ମହତ୍ୟା ଉଦ୍ୟମ

ଗଞ୍ଜାମ: ଭଞ୍ଜନଗର ଥାନା ଭିତରେ ଆଜି ଏକ ଅଭାବନିୟ ଘଟଣା ଘଟିଥିବା ଜଣାପଡିଛି । ଆଉ ଏକ ୱାରେଣ୍ଟ ବଳରେ ଗିରଫ ହୋଇଥିବା ଜଣେ ଅଭିଯୁକ୍ତ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଛି । ଗୁରୁତର ଅବସ୍ଥାରେ ଅଭିଯୁକ୍ତକୁ ପୋଲିସ କର୍ମଚାରୀମାନେ ଭଞ୍ଜନଗର ମେଡିକାଲ ରେ ଚିକିତ୍ସିତ ପାଇଁ ଭର୍ତି କରିଥିବା…
Read More...