Browsing Tag

latest

ଦେଶରେ ପୂର୍ବ ବର୍ଷ ତୁଳନାରେ ୧୧.୮ ପ୍ରତିଶତ ବଢିଛି ସାଇବର ଅପରାଧ

ନୂଆଦିଲ୍ଲୀ: ଦେଶରେ ଏବେ ଦିନକୁ ଦିନ ବଢି ଚାଲିଛି ସାଇବର ଅପରାଧ । ଏନସିଆରବିର ତଥ୍ୟ ଅନୁସାରେ ପୂର୍ବ ବର୍ଷ ତୁଳନାରେ ୧୧.୮ ପ୍ରତିଶତ ସାଇବର ଅପରାଧ ମାମଲା ବଢିଥିବା ସୂଚନା ମିଳିଛି । ୨୦୧୯ରେ ୪୪ ହଜାର ୭୫୩ କେସ୍ ଆସିଥିବା ବେଳେ ୨୦୨୦ରେ ୫୦ ହଜାର ୩୫ ଅପରାଧ ମାମଲା ପଂଜୀକରଣ ହୋଇଛି । ଏହା…
Read More...

ପୁରୀରୁ ୧୧୦ ଗ୍ରାମ ବ୍ରାଉନସୁଗାର ଜବତ

ପୁରୀ :  ପୁରୀ ଚନ୍ଦନପୁର ପୋଲିସ ଦ୍ବାରା ଗିରଫ ହୋଇଛି ବ୍ରାଉନସୁଗାର କିଙ୍ଗପିନ ଭୀମସେନ ପ୍ରଧାନ। ଅଭିଯୁକ୍ତ ଭୀମସେନକୁ ପୋଲିସ ଜଗନ୍ନାଥ ସଡକ ବୀର ନରସିଂହପୁର ଛକଠାରୁ ଗିରଫ କରିଥିବା ବେଳେ ତାଠାରୁ ୧୧୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି। ଯାହାର ଆନୁମାନିକ ବଜାର ମୂଲ୍ୟ ୧୦ଲକ୍ଷ ୧୦ହଜାର…
Read More...

ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଘନ କୁହୁଡ଼ି ନେଇ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ରାଜ୍ୟରେ ଏବେ ଶୀତ ଲହରୀ ଥିବା ବେଳେ ପାଗ ଶୁଖିଲା ମଧ୍ୟ ରହିଛି । ଏହାରି ମଧ୍ୟରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଘନ କୁହୁଡ଼ି ହେବ। ଆଜି ମାଲକାନଗିରି, ରାୟଗଡ଼ା, କନ୍ଧମାଳ, ଗଜପତି, ଗଞ୍ଜାମ ଓ କୋରାପୁଟ ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିବ।…
Read More...

ପର୍ଯ୍ୟଟକଙ୍କ ପାଇଁ ଖୁସିଖବର, ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

ମୟୁରଭଞ୍ଜ: ପର୍ଯ୍ୟଟକଙ୍କ ପାଇଁ ଖୁସିଖବର । ପୁଣିଥରେ ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟ ଆଜିଠାରୁ ଖୋଲିଛି । କରୋନା କଟକଣା ଭିତରେ ଏହା ଭିତରକୁ ପର୍ଯ୍ୟଟକମାନଙ୍କୁ ପ୍ରବେଶ ଲାଗି ଅନୁମତି ମିଳିବ ବୋଲି କୁହାଯାଉଛି। ସୂଚନାଯୋଗ୍ୟ ଯେ ଗତ ଶୁକ୍ରବାର ଠାରୁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ…
Read More...

ଘୁଞ୍ଚିଲା ନିଟ୍-ପିଜି ପରୀକ୍ଷା

ନୂଆଦିଲ୍ଲୀ: ଦେଶରେ ଏବେ କରୋନା ସଂକ୍ରମଣ କମିଥିଲେ ମଧ୍ୟ ବିପଦ ଟଳିନି । ଏହାରିମଧ୍ୟରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏକ ବଡ଼ ନିଷ୍ପତ୍ତି ନେଇଛି । ନିଟ୍-ପିଜି ପରୀକ୍ଷା ପାଇଁ ଧାର୍ଯ୍ୟ ହୋଇଥିବା ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ୬-୮ ସପ୍ତାହ ପରେ ନିଟ୍-ପିଜି ପରୀକ୍ଷା ହେବା ନେଇ ସୂଚନା…
Read More...

ଶିଶୁକୁ ଧରି ପ୍ରଚାର କରୁଛି ମା

ଗଞ୍ଜାମ: ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ରାଜନୈତିକ ମାହୋଲ ବେଶ ସରଗରମ ହେବାରେ ଲାଗିଛି । ଭୋଟ ପାଇଁ କିଏ କେତେ ପ୍ରକାରର ପନ୍ଥା ଆପଣଉଛନ୍ତି । ନିଜ ନିର୍ବାଚନୀ ଚିହ୍ନ ହାତରେ ଧରି ଗାଁ ବୁଲି ପ୍ରାର୍ଥୀ ଭୋଟ ମାଗିବାର ତ ଆପଣ ଦେଖିଛନ୍ତି । କିନ୍ତୁ ଗଞ୍ଜାମ କୋଡ଼ାପଦର ପଂଚାୟତରୁ ଆସିଛି…
Read More...

ଘୁଞ୍ଚିବନି ଗେଟ୍-୨୦୨୨ ପରୀକ୍ଷା:ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ କମିଛି । ତେଣୁ ସବୁ ପରୀକ୍ଷା ଓ ପାଠପଢା ଧୀରେ ଧୀରେ ସ୍ୱାଭାବିକ କରାଯାଉଛି । ଏହାରି ମଧ୍ୟରେ ଗେଟ୍-୨୦୨୨ ପରୀକ୍ଷାର ସମୟରେ କୌଣସି ପରିବର୍ତ୍ତନ ହେବ ନାହିଁ । ପରୀକ୍ଷା ଘୁଞ୍ଚିବ ନାହିଁ ବୋଲି ସ୍ପଷ୍ଟୀକରଣ କରିଛନ୍ତି ସୁପ୍ରିମକୋର୍ଟ । ନିର୍ଦ୍ଧାରିତ…
Read More...

ଭାରତୀୟ କ୍ରିକେଟ୍‌ ଟିମ୍‌ର ୪ଜଣ ଖେଳାଳି କରୋନା ସଂକ୍ରମିତ 

ନୂଆଦିଲ୍ଲୀ: ବିଶ୍ୱକୁ କବଳିତ କରିବାରେ ଲାଗିଛି ମହାମାରୀ କରୋନା  । ଅଭିନେତା ଓ ନେତା ମାନେ ମଧ୍ୟ କରୋନାରେ ସଂକ୍ରମିତ ହେଉଛନ୍ତି ।ଏହାରିମଧ୍ୟରେ କରୋନାରୁ ବାଦ ପଡ଼ିନାହାନ୍ତି ଖେଳାଳି ।  ଆଜି ଭାରତୀୟ କ୍ରିକେଟ୍‌ ଟିମ୍‌ରେ ୪ଜଣ ଖେଳାଳି ଏବଂ ୩ଜଣ ସହଯୋଗୀ କର୍ମଚାରୀ ପଜିଟିଭ୍‌ ଚିହ୍ନଟ…
Read More...

ବହୁ ଚର୍ଚ୍ଚିତ ତପସ୍ଵିନୀ-ସୁମିତ ବିବାହ ବିବାଦ ମାମଲା, ସୁମିତଙ୍କୁ ହାଇକୋର୍ଟଙ୍କ ଝଟକା

ଭୁବନେଶ୍ୱର: ବ୍ରହ୍ମପୁର ବହୁ ଚର୍ଚ୍ଚିତ ତପସ୍ଵିନୀ-ସୁମିତ ବିବାହ ବିବାଦ ମାମଲାରେ ହାଇକୋର୍ଟଙ୍କ ଶୁଣାଣି । ଭରଣପୋଷଣ ନେଇ ତଳକୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି ହାଇକୋର୍ଟ । ପ୍ରତି ମାସ ୧୦ରେ ମାସିକ ଭରଣପୋଷଣ ପ୍ରଦାନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତି ମାସ ୧୦ ତାରିଖରେ…
Read More...