Browsing Tag

Landslide

ପଶ୍ଚିମ ସିକ୍କିମରେ ଭୟଙ୍କର ଭୂସ୍ଖଳନ

ସିକିମର ଗ୍ୟାଲସିଂ ଜିଲ୍ଲାରେ ଏକ ସକ୍ରିୟ ଭୂସ୍ଖଳନ ଯୋଗୁଁ 38ଟି ଘର ଏବଂ 150 ରୁ ଅଧିକ ଲୋକ ବିପଦରେ ପଡ଼ିଛନ୍ତି, ଯାହା ଫଳରେ ପ୍ରଶାସନ ତୁରନ୍ତ ସ୍ଥାନାନ୍ତର ପାଇଁ ଦୁର୍ବଳ ପରିବାରଗୁଡ଼ିକୁ ଚିହ୍ନଟ କରି ଉଦ୍ଧାର ଏବଂ ରିଲିଫ ପଦକ୍ଷେପ ଆରମ୍ଭ କରିବାକୁ ବାଧ୍ୟ ହୋଇଛି, ଅଧିକାରୀମାନେ ଶନିବାର…
Read More...

କଳିଙ୍ଗା ଘାଟି ଭୂସ୍ଖଳନ; ମରାମତି ପାଇଁ ପ୍ରାୟ ୭ ଦିନ ଲାଗିବ

ଜି.ଉଦୟଗିରି: କଳିଙ୍ଗା ଘାଟି ଭୂସ୍ଖଳନ ପରେ ରାସ୍ତା ମରାମତି ପାଇଁ ପ୍ରାୟ ୭ ଦିନ ସମୟ ଲାଗିବ । ମରାମତି ପାଇଁ ନିୟୋଜିତ NHAIର ପ୍ରମୁଖ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି । ପ୍ରଥମେ ଅସ୍ଥାୟୀ ମରାମତି କରି ଗାଡ଼ି ଚଳାଚଳ ବ୍ୟବସ୍ଥା ହେବ । ଏଠି ଏପରି ଭୂସ୍ଖଳନ କେବେ ହୋଇ ନ ଥିଲା । ସ୍ଥିତି…
Read More...

ହିମାଚଳ ପ୍ରଦେଶରେ ଭୂସ୍ଖଳନ ହୋଇ ୫ଜଣଙ୍କର ମୃତ୍ୟୁ

ପାହାଡିଆ ରାଜ୍ୟ କୁହାଯାଉଥିବା ହିମାଚଳ ପ୍ରଦେଶରେ ଦାଉ ସାଧୁଚି ପ୍ରାକୃତିକ ବିପର୍ଯ୍ୟୟ । କିଛିଦିନ ତଳେ ଭୟଙ୍କର ଭୂସ୍ଖଳନ ଓ ପ୍ରବଳ ବର୍ଷା କାରଣରୁ ଅନେକ ଲୋକଙ୍କ ଜୀବନ ଯାଇଥିବା ବେଳେ ଏବେ ବି କିଛି ଲୋକ ନିଖୋଜ ରହିଥିବା କୁହାଯାଉଛି । ଆଜିବି ପ୍ରବଳ ବର୍ଷା ସହିତ ସିମଲା ମଣ୍ଡି ଠାରେ…
Read More...

କେଦାରନାଥ ରାସ୍ତାରେ ଭୁସ୍କଳନ ,୧୩ ଜଣ ନିଖୋଜ

ନୂଆଦିଲ୍ଲୀ: କେଦାରନାଥ ରାସ୍ତାରେ ବଡ ଧରଣର ଭୂସ୍କଳନ ।୧୩ଜଣ ଲୋକ ନିଖୋଜ ଥିବାର ସୂଚନା ମିଳିଛି । ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲା ଗୌରୀକୁଣ୍ଡ ନିକଟରେ ଏହି ଅଭାବନିୟ ଘଟଣା ଘଟିଛି । କେଦାରନାଥ ଯିବା ରାସ୍ତା ଦତ୍ତ ପୁଲିୟା ଠାରେ ଆଜି ଭୋର ସମୟରେ ଏହି ଦୁର୍ଘଟଣା ଘଟିଛି । ଲଗାଣ ବର୍ଷା…
Read More...

ଭୂସ୍ଖଳନରେ ଧୋଇଗଲା ବଦ୍ରିନାଥକୁ ସଂଯୋଗ କରୁଥିବା ରାଜପଥ

ଉତ୍ତରାଖଣ୍ଡର : ମୌସୁମୀ ପ୍ରଭାବରେ ଅନେକ ସ୍ଥାନରେ ପ୍ରବଳ ବର୍ଷା ଯୋଗୁ ସାଧାରଣ ଜୀବନ ବାଧାପ୍ରାପ୍ତ ହୋଇଛି । ବିଶେଷକରି ଦେବଭୂମି ଉତ୍ତରାଖଣ୍ଡର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ଜାରି ରହିଛି ।ତେଣୁ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହେଉଛି । ଏଣୁ ପର୍ଯ୍ୟଟକମାନଙ୍କ ପାଇଁ ସତର୍କତା ଜାରି…
Read More...