ଜମି ବାଡ଼ି ବିବାଦକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗାଁ ମଝିରେ ଗଣ୍ଡଗୋଳ
ଗୋପ/ଜୟନ୍ତ କୁମାର ସେଠୀ: ଗାଁ ମଝିରେ ପୁରୁଷ ଓ ମହିଳାଙ୍କ ମଧ୍ୟରେ ଗଣ୍ଡଗୋଳ! ମହିଳା ଓ ପୁରୁଷ ଙ୍କ ମଧ୍ୟରେ ଚାଲିଛି ଜବରଦସ୍ତ ମାଡ଼ପିଟ ।କିଏ ତଳୁ ଟେକା ଗୋଟାଇ ଫିଙ୍ଗୁଛି ତ ଆଉ କିଏ ଗୋଡ଼ାଇ ବାଡାଉଛି ତେବେ ଯାହାର ଭିଡିଓ ଏବେ ଭାଇରଲ ହେଉଛି । ଏହି ଭାଇରଲ ଭିଡିଓ କଲ୍ୟାଣ ପୁର ପଂଚାୟତ…
Read More...
Read More...