ଲାଲ୍ ବାହାଦୂର ଶାସ୍ତ୍ରୀ ସ୍କୁଲକୁ ବୋମା ମାଡ ଧମକ
ଦିଲ୍ଲୀ: ସ୍କୁଲକୁ ବୋମା ମାଡ ଧମକ । ରାଜଧାନୀ ଦିଲ୍ଲୀରେଥିବା ଆର୍କେ ପୁରମ୍ ସେକ୍ସର-୩ସ୍ଥିତ ଲାଲ୍ ବାହାଦୂର ଶାସ୍ତ୍ରୀ ସ୍କୁଲକୁ ବୋମା ମାଡ ଧମକ ମିଳିଛି । ଏହାକୁ ନେଇ ସ୍କୁଲରେ ଭୟର ବତାବରଣ ଖେଳିଯାଇଛି । ପରେ ସ୍କୁଲ କ୍ୟମ୍ପସକୁ ସଙ୍ଗେସଙ୍ଗେ ଖାଲି କରାଯାଇଥିଲା । ସୂଚନା ଅନୁଯାୟୀ,…
Read More...
Read More...