Browsing Tag

Kuno National Park

କୁନୋ ଜାତୀୟ ପାର୍କରେ ଛଡାଯାଇଥିବା ମାଈ ଚିତା ନିର୍ଭା ୫ ଶାବକଙ୍କୁ ଜନ୍ମ ଦେଇଛି

ଭୋପାଳ-: ମଧ୍ୟପ୍ରଦେଶର ସିଓପୁର ଜିଲ୍ଲା ଅନ୍ତର୍ଗତ କୁନୋ ଜାତୀୟ ପାର୍କରେ ଛଡାଯାଇଥିବା ମାଈ ଚିତା ନିର୍ଭା ୫ ଶାବକଙ୍କୁ ଜନ୍ମ ଦେଇଛି । ଫଳରେ କୁନୋ ପାର୍କରେ ଚିତାଙ୍କ ସଂଖ୍ୟା ୩୧କୁ ବୃଦ୍ଧି ପାଇଛି । ଚିତା ଶାବକଙ୍କ ଜନ୍ମକୁ ନେଇ କୁନୋ ପାର୍କରେ ଚିତାଙ୍କ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ…
Read More...

ନାମ୍ବିଆରୁ ଆସିଥିବା ଆଉ ଏକ ଚିତା’ ଶୌର୍ଯ୍ୟ’ର ମୃତ୍ୟୁ

ମଧ୍ୟପ୍ରଦେଶ :ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ନାମ୍ବିଆରୁ ଆସିଥିବା ଆଉ ଏକ ଚିତା’ ଶୌର୍ଯ୍ୟ’ର ମୃତ୍ୟୁ । ଶୌର୍ଯ୍ୟକୁ ମିଶାଇ ଏ ପର୍ଯ୍ୟନ୍ତ ୧୦ ଚିତାଙ୍କ ଏଠାରେ ମୃତ୍ୟୁ ହୋଇ ସାରିଲାଣି । ସେଥି ମଧ୍ୟରେ ୩ ଟି ଶାବକ ରହିଛନ୍ତି । ହେଲେ ଏପର୍ଯ୍ୟନ୍ତ ଶୌର୍ଯ୍ୟର ମୃତ୍ୟୁର କାରଣ ଯଣାପଡି…
Read More...

କୁନୋରେ ଚିତା ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ କଲେ ସୁପ୍ରିମକୋର୍ଟ

ରିପୋଟର୍ସ ଟୁଡେ ବ୍ୟୁରୋ: କୁନୋ ଜାତୀୟ ଉଦ୍ୟାନରେ ଏପର୍ୟ୍ୟନ୍ତ ୩ ଛୁଆଙ୍କ ସହ ୫ ଚିତାଙ୍କର ମୃତ୍ୟୁ ହୋଇଛି। କ୍ରମାଗତ ଭାବେ ବଢ଼ିଚାଲିଥିବା ଚିତା ମୃତ୍ୟୁକୁ ନେଇ ବର୍ତ୍ତମାନ ସୁପ୍ରିମକୋର୍ଟ ଉଦ୍ବେଗ ପ୍ରକାଶ କରିଛନ୍ତି। ସୁପ୍ରିମକୋର୍ଟ ଏକ ପିଟିସନର ଶୁଣାଣି ବେଳେ କହିଛନ୍ତି ଯେ ଦକ୍ଷିଣ…
Read More...

ଦକ୍ଷିଣ ଆଫ୍ରିକାରୁ ଭାରତ ଆସିଥିବା ସୁରଜର ମୃତ୍ୟୁ

ଦକ୍ଷିଣ ଆଫ୍ରିକାରୁ ଭାରତ ଆସିଥିବା ଚିତା ମଧ୍ୟରୁ ଜଣଙ୍କ ପରେ ଜଣଙ୍କର ଯାଛି ଜୀବନ । ମଧ୍ୟ ପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ପୁଣି ଏକ ଚିତାର ମୃତ୍ୟୁ ଘଟିଛି । ଆଜି ସକାଳେ ପାର୍କ ଭିତରୁ ସୁରଜର ମୃତଦେହ ଉଦ୍ଧାର କରାଯାଇଛି । ବାଘଙ୍କ ରକ୍ଷଣା ବେକ୍ଷଣା ଦାୟିତ୍ୱରେ ଥିବା କର୍ମଚାରୀମାନେ…
Read More...