Browsing Tag

kumudin

୪ବାଇକ୍ ଚୋର ଗିରଫ,୧୨ ବାଇକ୍ ଜବତ

ସୋନପୁର: ସୋନପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୪ ଜଣ ବାଇକ ଚୋରଙ୍କୁ ଗିରଫ କରିଛି ତରଭା ଥାନା ପୋଲିସ । ସେମାନଙ୍କ ନିକଟରୁ ଜବତ କରାଯାଇଛି ଚୋରିହୋଇଥିବା ୧୨ଟି ବାଇକ୍ । ଏନେଇ ସୂଚନା ଦେଇଛନ୍ତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସୀତାରାମ ଶତପଥୀ । ଗତ ୨ ତାରିଖରେ ତରଭା ଡାକ୍ତରଖାନା ପରିସରରୁ ତାଙ୍କ…
Read More...

କେବଳ ନୀତିକାନ୍ତିରେ ମାଘମେଳା

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସନ୍ଥକବି ଭୀମଭୋଇଙ୍କ ସମାଧି ପୀଠ ଖଲିଆପ।।ଲିଠାରେ କେବଳ ନୀତିକାନ୍ତିରେ ହେବ ମାଘମେଳ।। କରୋନା ସଙ୍କ୍ରମଣକୁ ଦୃଷ୍ଟିରେ ରଖି ସର୍ବସାଧାରଣଙ୍କ ଦର୍ଶନ ଉପରେ ଲାଗିବ କଟକଣା । ଏନେଇ ସୁବର୍ଣ୍ଣପୁୁର ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ନିର୍ଦ୍ଦେଶରେ…
Read More...