ଧନୁଯାତ୍ରା ଦେଖିବାକୁ ବେନିଭାଇଙ୍କୁ ନିମନ୍ତ୍ରଣ କଲା କଂସ
ଓଡିଶା : ବିଶ୍ୱ ପ୍ରସିଦ୍ଧ ବରଗଡର ଧନୁଯାତ୍ରା କାହିଁ କେବେ ଠୁ ବେଶ ଚଚ୍ଚାରେ । କୋଭିଡ ମହାମାରୀ ପରେ ପୁଣି ଏବର୍ଷ ମଧ୍ୟ ଦର୍ଶକଙ୍କ ମନକୁ ମୋହିବ ଧନୁଯାତ୍ରା । ଯାତ୍ରା ଦେଖିବାକୁ ସାଧାରଣ ଲୋକଙ୍କ ଖୁବ ଭିଡ ଦେଖିବାକୁ ମିଳୁଛି । ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ କଂସପୁରରେ ଚାଲିଛି ମହାରାଜା…
Read More...
Read More...