ଘଡ ଘଡି ପଡି ନାବାଳକ ମୃତ
କୋରାପୁଟ(ମନୋଜ):ଖେଳୁଥିବା ସମୟରେ ଘଡ ଘଡି ପଡି ନାବାଳକର ମୃତ୍ୟୁ ଘଟିଛି | ଏମିତି ଦୁଃଖଦ ଘଟଣା ଦେଖିବା ପାଇଁ ମିଳିଛି କୋରାପୁଟ ପୌର ପାଳିକାର ୨୧ ନମ୍ବର ୱାର୍ଡର ବଦଳିଗୁଡା ଗ୍ରାମରେ| ସୂଚନା ଅନୁଯାୟୀ ବଦଳିଗୁଡା ଗ୍ରାମର କୁଶ ଖରାଙ୍କ ପୁଅ ଶ୍ରୀତମ ଖରା ଗ୍ରାମ ପାଖରେ ଥିବ ନଦୀ କୁ ଲାଗି ଖେଳ…
Read More...
Read More...