Browsing Tag

KORAPUT

ବିକ୍ରମ ଦେବ ମହାବିଦ୍ୟାଳୟର ପ୍ଲାଟିନିମ୍ ଜୁବୁଲି ଉତ୍ସବ କାର୍ୟକ୍ରମରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

କୋରାପୁଟ : ଜୟପୁର ବିକ୍ରମ ଦେବ ମହାବିଦ୍ୟାଳୟର ପ୍ଲାଟିନିମ୍ ଜୁବୁଲି ଉତ୍ସବ କାର୍ୟକ୍ରମରେ ଆସନ୍ତା ୦୩-୦୨-୨୦୨୩ ତାରିଖରେ ମୂଖ୍ୟ ଅତିଥି ଭାବରେ ଓଡ଼ିଶାର ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବାର କାର୍ୟ୍ୟକ୍ରମ ରହିଛି। ସେଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ୟ୍ୟାୟରେ ଆଜି ବିକ୍ରମ ଦେଭ୍…
Read More...

ଗଞ୍ଜେଇ ଚାଲାଣରେ୪ଜଣ ଯୁବକଙ୍କୁ ଗିରଫ କରିଛି ପୋଲିସ

କୋରାପୁଟ: ପାଠ ପଢିବା ବଦଳରେ ଚାଲିଥିଲା ନିଶା କାରବାର । ସ୍କୁଲ କଲେଜ ଯିବା ବଦଳରେ କରୁଥିଲେ ଗଞ୍ଜେଇ ଚାଲାଣ । ୪ଜଣ ଯୁବକ ଗଞ୍ଜେଇ ଚାଲାଣରେ ମାହିର । ଗଞ୍ଜେଇ ଚାଲାଣ କରିବାକୁ ଏବେ ନୂଆ ତରିକା ଦେଖିବାକୁ ମିଳିଛି। ପୋଲିସ ଆଖିରୁ ବର୍ତ୍ତିବାକୁ ଏକ ଉପାୟ ବାଛିଛନ୍ତି ମାଫିଆ । ହେଲେ…
Read More...

ବିଶାଖାପାଟଣାରୁ କୋରାପୁଟ ଆସୁଥିବା ସମୟରେ ଟ୍ରେନଟି ଲାଇନଚ୍ୟୁତ

କୋରାପୁଟ : ଟ୍ରାକରୁ ଖସିଲା ଟ୍ରେନ । ବିଶାଖାପାଟଣାରୁ କୋରାପୁଟ ଆସୁଥିବା ସମୟରେ ଟ୍ରେନଟି ଲାଇନଚ୍ୟୁତ ହୋଇଥିବା ଜଣାପଡ଼ିଛି । ଶିବଲିଙ୍ଗପୁରମ ଠାରେ ଏକ ପାସେଞ୍ଜର ଟ୍ରେନ ଲାଇନ ଚ୍ୟୁତ ହୋଇଛି । ଅଳ୍ପକେ ଯାତ୍ରୀମାନେ ବର୍ତ୍ତି ଯାଇଛନ୍ତି । ପାସେଞ୍ଜର୍ ଟ୍ରେନର ୬ନଂ ବଗିଟି ଲାଇନ ଚ୍ୟୁତ…
Read More...

ବୁଡ଼ି ଅଞ୍ଚଳ ସଙ୍ଗଠନକୁ ନନ୍ଦପୁର ବିସ୍ଥାପିତ ପରିଷଦରେ ପରିଣତ କରିବାକୁ ଆଲୋଚନା

କୋରାପୁଟ : ନନ୍ଦପୁର ବ୍ଲକର ୧୦ଟି ପଞ୍ଚାୟତବାସୀ ଜଲାପୁଟ ଜଳଭଣ୍ଡାର ଦ୍ୱାରା ବିସ୍ଥାପିତ ହୋଇଛନ୍ତି । ବିଦ୍ୟୁତ୍ ଉତ୍ପାଦନ ପାଇଁ ନିଜ ଜମି ଦେଇ ଆଜି ଜଳ ଘେରରେ କାଳାତିପାତ କରୁଛନ୍ତି । ବିଦ୍ୟୁତ୍ ସହ ପାରିପାର୍ଶ୍ବକ ଉନ୍ନତିରେ ଜଳଭଣ୍ଡାର କର୍ତ୍ତୃପକ୍ଷ , ଜିଲା ଓ ରାଜ୍ୟ ପ୍ରଶାସନ ପକ୍ଷରୁ…
Read More...

ଧୁମଧାମରେ ପାଳନ ହେଲା ୨୦୨୩ ପୁଷପୁନି

କୋରାପୁଟ/ମନୋଜ ଦାସ : ଜୟପୁର ସହରରେ ପୁଷପୁନି ୨୦୨୩ ମେଳାର ଶୁଭାରମ୍ଭ ଦିବସ ବଡ଼ ଧୂମ୍ ଧାମ୍ ରେ ପାଳିତ ହୋଇଯାଇଛି । ଏହି ମେଳା ୬ ଜାନୁଆରୀ ଠାରୁ ଆରମ୍ଭ ହୋଇ ୧୬ ଜାନୁଆରୀ ପର୍ୟ୍ୟନ୍ତ ପ୍ରାୟ ଦଶ ଦିନ ଧରି ଲାଗି ରହିବ । ଆଜିର ପ୍ରାରମ୍ଭ ଦିବସରେ ଜୟପୁର ସହରରେ ଦେଖିବାକୁ ମିଳିଛି ନାନା ରଙ୍ଗ…
Read More...

ବିଶ୍ୱକପ ହକିରେ ଆଦିବାସୀ ଝିଅ ଗାଇବେ ଗୀତ

କୋରାପୁଟ : ଏବେ ସାମ୍ନାକୁ ଆସିବେ ଆଦିବାସୀ ଝିଅ ନମିତା । ତାଙ୍କ ଗୀତରେ ଝୁମିବ ସାରାଦେଶ । କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକର ଆଦିବାସୀ ଝିଅ ନମିତା ମେଲକା । ଆସନ୍ତା ବିଶ୍ୱକପ ହକିରେ ଉଦଘାଟନୀ ସଂଗୀତ ଗାନ କରିବେ । ନମିତା ଗୀତଭ୍ୟାସ ପାଇଁ ତାଙ୍କ ବାପାଙ୍କ ସହିତ ମୁମ୍ବାଇ ଯାଇଥିବା ବେଳେ…
Read More...

ବ୍ଲକ ଓ ଏନଏସି ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

କୋରାପୁଟ : କୋରାପୁଟ ଜିଲ୍ଲାର କୋଟପାଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ ଓ ଏନ୍ ଏ ସି ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପଦ୍ମିନୀ ଦିଆ ନ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୋଟପାଡ଼ ଏନ୍ ଏ ସି ଓ ବ୍ଲକ ସ୍ତରୀୟ ର ମୋଟ ୮୬ଟି…
Read More...

ଜିଲ୍ଲା ଯାଦବ ମହାସଭାର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

କୋରାପୁଟ  : କୋରାପୁଟ ଜିଲ୍ଲା ଯାଦବ ମହାସଭାର ଜିଲ୍ଲା କାର୍ୟ୍ୟକାରିଣୀ ବୈଠକ ଜୟପୁର ଯାଦବ ଭବନରେ ଆୟୋଜିତ ହୋଇଯାଇଛି । ଜିଲ୍ଲା ସଭାପତି ମଦନମୋହନ ନାୟକଙ୍କ ପୌରୋହିତ୍ୱରେ ଆୟୋଜିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସାଧାରଣ ସମ୍ପାଦକ ପ୍ରଦୀପ ବେହେରା ଯୋଗ ଦେଇ ଯାଦବ ଜାତି ଗଣନା ଆରମ୍ଭ…
Read More...

ଗୌରବ ଆଣିଲେ ମହିଳା କନେଷ୍ଟବଳ ଶୁଭସ୍ମିତା

କୋରାପୁଟ : ସର୍ବ ଭାରତୀୟ ଭାର ଉତ୍ତୋଳନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ଡିଆଇଜିଙ୍କ ସମ୍ବର୍ଦ୍ଧନା ରୌପ୍ୟ ପଦକ ବିଜୟିନୀ ହୋଇଥିବା ମହିଳା କନଷ୍ଟେବଳ ଶୁଭସ୍ମିତା ମହାନ୍ତି କୋରାପୁଟ ଜିଲ୍ଲା ପୁଲିସ ପାଇଁ ଗୌରବ ଆଣିଛନ୍ତି । ଜିଲ୍ଲା ପୋଲିସ ମୁଖ୍ୟାଳୟରେ କାର୍ୟ୍ୟରତ ଶୁଭସ୍ମିତା ମହାନ୍ତି…
Read More...

ସହିଦ ଲଷ୍ମଣ ନାୟକ ଜୟନ୍ତୀ ଉପଲକ୍ଷେ ଫୁଟବଲ ଟୁର୍ଣ୍ଣାମେଣ୍ଟ

କୋରାପୁଟ/ ମନୋଜ ଦାସ :ସହିଦ ଲଷ୍ମଣ ନାୟକ ଜୟନ୍ତୀ ଉପଲକ୍ଷେ ୟୁଥ ଏକମ୍ବା ଦ୍ୱାରା ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ତା. ୧୪.୧୧.୨୦୨୨ ରୁ ୨୨.୧୧.୨୦୨୨ ପର୍ୟ୍ୟନ୍ତ ଚାଲିଥିଲା ।ଏଥିରେ ଫାଇନାଲିଷ୍ଟ ଯୋଗାଭୋଳିୟା ସ୍ପୋର୍ଟିଂ କ୍ଲବ ଓ ମାଲକାନଗିରି…
Read More...