Browsing Tag

konarka sun temple

କୋଣାର୍କ ସୂର୍ଯ୍ୟମନ୍ଦିରରେ ଜିପିଆର ସର୍ଭେ ଓ ଲେଜର ସ୍କାନିଂ

ବ୍ୟୁରୋ : କୋଣାର୍କ ସୂର୍ଯ୍ୟ ମନ୍ଦିର ଗର୍ଭ ଗୃହରେ ଜିପିଆର ସର୍ଭେ ଓ ଲେଜର ସ୍କାନିଂ ସମ୍ପୂର୍ଣ୍ଣ ହୋଇଛି । ସୂର୍ଯ୍ୟମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ହୋଇଛି ସର୍ଭେ । ଆଜି ପୂର୍ବାହ୍ନରେ ଏଏସଆଇ ପୁରୀ ସର୍କଲର ଅଧିକ୍ଷକ ଡି.ବି. ଗଡନାୟକ, ଡେପୁଟି ଇଂଜିନିୟର ଚିତ୍ତରଞ୍ଜନ ଦାସଙ୍କ ନେତୃତ୍ୱରେ…
Read More...

କୋଣାର୍କ ସୂର୍ଯ୍ୟମନ୍ଦିର ପରିସରରେ ଜାରି ହୋଇଛି ୧୪୪ ଧାରା

ପୁରୀ: କୋଣାର୍କ ସୂର୍ଯ୍ୟମନ୍ଦିର ପରିଶରରେ ଜାରି ହୋଇଛି ୧୪୪ ଧାରା । ସୂର୍ଯ୍ୟମନ୍ଦିର ନିକଟରେ ଥିବା ଉଠାଦୋକାନୀ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଦେଖାଦେବାରୁ ୧୪୪ ଧାରା ଜାରି କରିଛି ପ୍ରଶାସନ । ସୂଚନା ଅନୁଯାୟୀ, ଗତ ୧୨ ତାରିଖରେ ମନ୍ଦିରର ଉଭୟ ପାଶ୍ୱର୍ରେ ଥିବା ଉଠାଦୋକାନୀ ମାନଙ୍କ ମଧ୍ୟରେ…
Read More...

ସୂର୍ଯ୍ୟ ମନ୍ଦିର ପରିସରରେ ଆଜାଦି କା ଅମୃତ ମହୋତ୍ସବ

ଗୋପ(ଜୟନ୍ତ କୁମାର ସେଠୀ): ଆଜି କୋଣାର୍କ ସୂର୍ଯ୍ୟ ମନ୍ଦିର ସମ୍ମୁଖରେ ଆଜାଦି କା ଅମୃତ ମହୋତ୍ସବ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ପୁରୀର ନେହେରୁ ଯୁବ କେନ୍ଦ୍ର ତରଫରୁ ଆୟୋଜନ କରାଯାଇଥିବା ବେଳେ ସମସ୍ତେ ଫିଟ ଓ ସୁସ୍ଥ ରହିବା ପାଇଁ ଏକ ଆହ୍ୱାନ ଦିଆଯାଇଥିଲା । ଏହାପରେ ଏ ନେଇ ଏକ…
Read More...

ପୁଣି ପାଣିରେ ବୁଡିଲା ସୂର୍ଯ୍ୟମନ୍ଦିର

(ଜୟନ୍ତ କୁମାର ସେଠୀ): ଲଘୁଚାପ ଜନିତ ଲଗାଣ ବର୍ଷାରେ ବିଶ୍ୱ ପର୍ୟ୍ୟଟନସ୍ଥଳୀ କୋଣାର୍କର ଅବସ୍ଥା ବେହାଲ ହୋଇପଡିଛି । ଜଳ ନିଷ୍କାସନ ଜନିତ ସମସ୍ୟା ଯୋଗୁ ମନ୍ଦିର ପରିସରରେ ଆଣ୍ଠୁଏ ଉଚ୍ଚର ପାଣି । ଫଳରେ ପର୍ୟ୍ୟଟକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ବିଶ୍ୱ ପର୍ୟ୍ୟଟନ…
Read More...