Browsing Tag

konark

ପ୍ରବଳ ବର୍ଷା ଯୋଗୁ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ଆଣ୍ଠୁଏ ପାଣି

କୋଣାର୍କ : ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ଆଣ୍ଠୁଏ ଆଣ୍ଠୁଏ ପାଣି । ସୂର୍ଯ୍ୟ ମନ୍ଦିର ଦେଖିବାରୁ ବଞ୍ଚିତ ହେଲେ ଦେଶ ବିଦେଶ ପର୍ଯ୍ୟଟକ । ବିଗତ ଦିନରେ ସାରା ରାଜ୍ୟରେ ଲାଗି ରହିଛି ଲଘୁଚାପ ଜନିତ ବର୍ଷା । ଅନେକ ସ୍ଥାନରେ ଜମି ରହିଛି ବର୍ଷା ପାଣି ।…
Read More...

କୋଣାର୍କ ସୂର୍ଯ୍ୟମନ୍ଦିରରେ ଜିପିଆର ସର୍ଭେ ଓ ଲେଜର ସ୍କାନିଂ

ବ୍ୟୁରୋ : କୋଣାର୍କ ସୂର୍ଯ୍ୟ ମନ୍ଦିର ଗର୍ଭ ଗୃହରେ ଜିପିଆର ସର୍ଭେ ଓ ଲେଜର ସ୍କାନିଂ ସମ୍ପୂର୍ଣ୍ଣ ହୋଇଛି । ସୂର୍ଯ୍ୟମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ହୋଇଛି ସର୍ଭେ । ଆଜି ପୂର୍ବାହ୍ନରେ ଏଏସଆଇ ପୁରୀ ସର୍କଲର ଅଧିକ୍ଷକ ଡି.ବି. ଗଡନାୟକ, ଡେପୁଟି ଇଂଜିନିୟର ଚିତ୍ତରଞ୍ଜନ ଦାସଙ୍କ ନେତୃତ୍ୱରେ…
Read More...

ଐତିହ୍ୟ ଦିବସ ଅବସରରେ ବିଶ୍ବ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଟିକେଟ ଫ୍ରି

ଭୁବନେଶ୍ବର: ଐତିହ୍ୟ ସ୍ଥଳକୁ ଉଜିବିତ ରଖିବା ପାଇଁ ପ୍ରତିବର୍ଷ ଏପ୍ରିଲ୍ ୧୮ ତାରିଖକୁ ବିଶ୍ବ ଐତିହ୍ୟ ଦିବସ ଭାବେ ପାଳନ କରାଯାଏ। ସେପ୍ଟେମ୍ବର, ୨୦୨୩ ସୁଦ୍ଧା ସାରା ବିଶ୍ବରେ ୧୬୮ଟି ଦେଶରେ ସମୁଦାୟ ୧୧୯୯ଟି ବିଶ୍ବ ଐତିହ୍ୟସ୍ଥଳ ଅଛି। ଭାରତରେ ବର୍ତ୍ତମାନ ୪୨ଟି ବିଶ୍ବ ଐତିହ୍ୟ ସ୍ଥଳ ଅଛି। ଆମ…
Read More...

ସୂର୍ଯ୍ୟ ମନ୍ଦିରରେ ପାଳିତ ହେଲା ବିଶ୍ୱ ଐତିହ୍ୟ ସପ୍ତାହ

କୋଣାର୍କ : ଆଜି ଠାରୁ ସାତ ଦିନ ଧରି ପାଳିତ ହେଉଛି ବିଶ୍ୱ ଐତିହ୍ୟ ସପ୍ତାହ। ସମସ୍ତ ଐତିହ୍ୟ ପର୍ଯ୍ୟଟନ ସ୍ଥଳୀ ମାନଙ୍କରେ ଏହି ଦିବସ ପାଳନ ହେଉଥିବା ବେଳେ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ମଧ୍ୟ ଏହାକୁ ପାଳନ କରାଯାଇଛି । ଏଏସଆଇ ପକ୍ଷରୁ ଆୟୋଜିତ ଏହି କାର‌୍ୟ୍ୟକ୍ରମରେ ସୂର୍ଯ୍ୟ ମନ୍ଦିରକୁ ଆଜି…
Read More...

ସୁନା ଦୋକାନରେ କଳା କନା ବୁଲାଇଲେ ଲୁଟେରା

ପୁରୀ: ପ୍ରତେକ ଦିନ ରାଜ୍ୟରେ ଲୁଟ ଓ ଡକାୟତି ବଢିବାରେ ଲାଗିଛି । ଦିନ ଦିପହରରେ ଦୃର୍ବୁତ୍ତମାନେ ବେକରୁ ଚେନ ଝୁଙ୍କିନେଉଛନ୍ତି ଆଉ ଟଙ୍କା । ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ କରାଯାଉଥିଲେ ମଧ୍ୟ ଲୁଟ କମିବାର ନାଁ ନେଉନାହିଁ । ଅପରାଧୀମାନେ ମାନୁନାହାନ୍ତି ନାଁ ଅପରାଧ କମୁନାହିଁ । ପୁଣି…
Read More...

ସଜେଇ ହେଉଛି ସୂର୍ଯ୍ୟ ମନ୍ଦିର

ଗୋପ(ଜୟନ୍ତ କୁମାର ସେଠୀ): ବିଶ୍ଵ ପ୍ରସିଦ୍ଧ କୋଣାର୍କକୁ ପର୍ଯ୍ୟଟକଙ୍କ ପାଇଁ ଆହୁରି ସୁନ୍ଦର କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଚଳିତ ବର୍ଷ ଇକୋ-ରି-ଟ୍ରିଟ ପାଇଁ ରାମଚଣ୍ଡୀ ମୁହାଣରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ…
Read More...

ଭାରସାମ୍ୟ ହରାଇ ବିଲକୁ ପସିଲା ବସ

ଗୋପ(ଜୟନ୍ତ କୁମାର ସେଠୀ): କାକଟପୁରରୁ ପୁରୀ ଯାତାୟତ କରୁଥିବା ଷୋଳପୁଅ ନାମକ ଏକ ବସ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ରାସ୍ତା ମଝିକୁ ହଠାତ ଏକ ଷଣ୍ଢ ପଶି ଆସିଥିବା ବେଳେ ଏହାକୁ ବଞ୍ଚାଇବାକୁ ଯ୍ଧବ ବସଟି ବାଲିଦୋକାନ ପାଖ ବିଲ ମଝିକୁ ପସି ଯାଇଥିବା ଜଣାଯାଇଛି । ତେବେ ଏହି…
Read More...

ପବିତ୍ର ମାଘ ସପ୍ତମୀ ରେ ଚନ୍ଦ୍ରଭାଗାରେ ବୁଡ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ

(ଗୋପ / ଜୟନ୍ତ କୁମାର ସେଠୀ ): ଆଜି ହେଉଛି ପବିତ୍ର ମାଘ ସପ୍ତମୀ । ଏଥିପାଇଁ ଚଳଚଚଂଳ ଅର୍କକ୍ଷେତ୍ର କୋଣାର୍କର ଚନ୍ଦ୍ରଭାଗାପୀଠ । ଶ୍ରଦ୍ଧାଳୁମାନେ ପବିତ୍ର ଚନ୍ଦ୍ରଭାଗାରେ ମାଘ ସପ୍ତମୀ ବୁଡ ପକାଇଛନ୍ତି।ଆଜିର ଦିନରେ ଚନ୍ଦ୍ରଭାଗାରେ ସ୍ନାନକରି ଉଦିତ ସୂର‌୍ୟ୍ୟଙ୍କୁ ଦର୍ଶନ କଲେ ମହାପୂର୍ଣ୍ଣ…
Read More...