କଂଗ୍ରେସ ଛାଡ଼ି ଟିଏମ୍ସି ମୁହାଁ ସୁଶ୍ମିତା ଦେବ
(କୋଲକତା) : ବିଜେପିରୁ କିଛି ନେତା ଦଳରେ ଯୋଗ ଦେବା ପରେ ଏବେ କଂଗ୍ରେସରୁ ବି ନେତାମାନେ ଟିଏମ୍ସି ମୁହାଁ ହେଲେଣି। ଆଜି ସକାଳେ କଂଗ୍ରେସରୁ ଇସ୍ତଫା ଦେଇଥିବା ସୁଶ୍ମିତା ଦେବ ଅପରାହ୍ନ ୩ଟାରେ ଟିଏମ୍ସିରେ ଯୋଗ ଦେଇଛନ୍ତି। ସୁଶ୍ମିତା କଂଗ୍ରେସ ମହିଳା ମୋର୍ଚ୍ଚାର ଅଧ୍ୟକ୍ଷା ଥିଲେ। ଦଳର…
Read More...
Read More...