Browsing Tag

Kolkata

ମେ ୧୬ ରୁ ମେ ୩୦ପର୍ଯ୍ୟନ୍ତ ରାଜ୍ୟରେ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କଲେ ରାଜ୍ୟ ସରକାର

(ଦିଲ୍ଲୀ) : ଦେଶରେ କରୋନା ଭାଇରସର ଦ୍ୱିତୀୟ ଲହର ବହୁତ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି କରିଛି । ତେବେ ପ୍ରତିଦିନ ଲକ୍ଷ ଲକ୍ଷ ସଂକ୍ରମିତ ମାମଲା ସାମ୍ନାକୁ ଆସିବା ପରେ ଦେଶର ମେରୁ ହାଡ଼ ଭାଙ୍ଗିପଡିଛି । ଦୈନିକ ମୃତ୍ୟୁ ସଂଖ୍ୟା ପ୍ରାୟ ଚାରି ହଜାର ଟପୁଛି । କରୋନା ବୃଦ୍ଧି ପାଉଥିବା…
Read More...

କରୋନାରେ ମମତା ବାନାର୍ଜୀଙ୍କ ସାନ ଭାଇ ଅସୀମ ବାନାର୍ଜୀଙ୍କ ଦେହାନ୍ତ

(କୋଲକତା) : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସାନ ଭାଇ ଅସୀମ ବାନାର୍ଜୀଙ୍କ ଦେହାନ୍ତ | ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ମୃତ ହୋଇଛି | ସାନ ଭାଇ ଅସୀମଙ୍କ ମୃତ୍ୟୁ ଘଟଣାପରେ ମମତା ଓ ତାଙ୍କ ପରିବାରରେ ଶୋକାର ଛାୟା ଖେଳି ଯାଇଛି| ସୂଚନାନୁଯାୟୀ , ଗତ କିଛି ଦିନ ହେବ ଅସୀମ…
Read More...

RTPCR ନେଗେଟିଭ ରିପୋର୍ଟକୁ ବାଧ୍ୟତାମୂଳକ କଲେ ପଶ୍ଚିମବଙ୍ଗ ସରକାର

(କୋଲକାତା) : ପଶ୍ଚିମବଙ୍ଗ ଯାଉଥିବା ଟ୍ରେନ୍ ପାସେଞ୍ଜରମାନଙ୍କ ପାଇଁ ବଡ଼ ଘୋଷଣା । RTPCR ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ । କରୋନାର ବ୍ୟାପକ ସଂକ୍ରମଣ ଉପରେ ପ୍ରତିବନ୍ଧକ ଲଗାଇବା ନିମନ୍ତେ ପଶ୍ଚିମବଙ୍ଗ ସରକାର ଅନ୍ୟ ରାଜ୍ୟରୁ ଯାଉଥିବା ଯାତ୍ରୀମାନଙ୍କ RTPCR ନେଗେଟିଭ ରିପୋର୍ଟକୁ…
Read More...

ଆଜି ପଶ୍ଚିମବଙ୍ଗରେ ଶେଷ ପର୍ଯ୍ୟାୟ ଭୋଟ୍ ଗ୍ରହଣ, ଭୋଟରଙ୍କ ଲମ୍ବା ଲାଇନ

(କୋଲକାତା) : ମହାମାରୀର ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ସମୟରେ ପଶ୍ଚିମବଙ୍ଗରେ ଚାଲିଛି ବିଧାନସଭା ନିର୍ବାଚନ ପାଇଁ ମତଦାନ। ଆଜି ପଶ୍ଚିମବଙ୍ଗରେ ଅଷ୍ଟମ ତଥା ଶେଷ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହେଉଛି। ସକାଳ ୭ରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚୂଡାନ୍ତ ପର୍ଯ୍ୟାୟରେ ୩୫ ଟି ଆସନ ପାଇଁ…
Read More...

ଆଜି ଷଷ୍ଠ ପର୍ଯ୍ୟାୟ ନିର୍ବାଚନ , ଭୋଟ୍‌ ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ

(କୋଲକାତା ) : ଆଜି ଷଷ୍ଠ ପର୍ଯ୍ୟାୟରେ ପଶ୍ଚିମବଙ୍ଗ ବିଧାନସଭାର ୪୩ଟି ଆସନ ନିମନ୍ତେ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଛି । ଏହି ଅବସରରେ ଭୋଟ୍‌ ଦେବା ପାଇଁ ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ଭୋଟର୍‌ମାନଙ୍କୁ ଅନୁରୋଧ କରିଛନ୍ତି। ସେ ଲେଖିଛନ୍ତି, ନୂଆ ବିଧାନସଭା ପାଇଁ ପଶ୍ଚିମବଙ୍ଗବାସୀ ଭୋଟ୍‌…
Read More...

ଆଜି ପ୍ରଚାର କରିବେ ମୋଦି ଓ ଅମିତ , ପଶ୍ଚିମବଙ୍ଗରେ ରାଜନୈତିକ ଉଷ୍ଣତା

(କୋଲକତା) : କରୋନା ସଙ୍କଟ ମଧ୍ୟରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଜାରି ରହିଛି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଦଳ ପାଇଁ ପ୍ରଚାର କରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ବିପ୍ରହର ୧୨ ଟାରେ ଆସନସୋଲ୍‌ରେ ନିର୍ବାଚନୀ ପ୍ରଚାର କରିବେ…
Read More...

ଆଇଆଇଏମ ଶିକ୍ଷାନୁଷ୍ଠାନରେ ୬୧ ଛାତ୍ରଛାତ୍ରୀ କରୋନା ସଂକ୍ରମିତ

(କୋଲକାତା) : ଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନରେ କରୋନାର ପ୍ରକୋପ ଦେଖିବାକୁ ମିଳିଛି । ଗତ ୨ ଦିନ ମଧ୍ୟରେ ଆଇଆଇଏମ୍‌ କୋଲକାତାର ୬୧ ଛାତ୍ରଛାତ୍ରୀ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହେଲେଣି । କ୍ୟାମ୍ପସ ମଧ୍ୟରେ ଛାତ୍ରଛାତ୍ରୀଙ୍କର ଚିକିତ୍ସା ନିମନ୍ତେ ୩ ଜଣ ଡାକ୍ତରଙ୍କୁ ନିୟୋଜିତ କରାଯାଇଛି…
Read More...

ଚତୁର୍ଥ ପର୍ଯ୍ୟାୟ ମତଦାନ ବେଳେ ମରଣାତ୍ମକ ହିଂସାକାଣ୍ଡ

(ପଶ୍ଚିମବଙ୍ଗ) : ପଶ୍ଚିମବଙ୍ଗରେ ଚତୁର୍ଥ ପର୍ଯ୍ୟାୟ ମତଦାନ ବେଳେ ମରଣାତ୍ମକ  ହିଂସାକାଣ୍ଡ । କୁଚବିହାରରେ ଭାରତୀୟ ଜନତା ପାର୍ଟି ଏବଂ ତୃଣମୁଳ କଂଗ୍ରେସ କର୍ମୀଙ୍କ ଭିତରେ ଗୋଷ୍ଟି ସଂଘର୍ଷ । ଗୁଳିମାଡରେ ୪ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ସୂଚନାନୁସାରେ, ଗୋଷ୍ଠୀ ସଂଘର୍ଷ ପରେ ସେଠାର ଗାଁ…
Read More...

ମମତା ବିଶୃଙ୍ଖଳା କରିବାକୁ ଚାହୁଁଛନ୍ତି : ଅମିତ ଶାହା

କୋଲକାତା:  କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପୁଣିଥରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି । ଶୁକ୍ରବାର ଦିନ କୋଲକାତାରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ବେଙ୍ଗଲରେ ତିନୋଟି ପର୍ଯ୍ୟାୟ ମତଦାନ ହୋଇଛି । ରାଜ୍ୟବାସୀ ବିଜେପିକୁ ଦୃଢ…
Read More...

ଫ୍ୟାନଙ୍କୁ ଠେଲି ଦେଲେ ଜୟା ବଚନ

(କୋଲକତା): ପଶ୍ଚିମବଙ୍ଗରେ ୪ର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ରାଜନୈତିକ ମାହୋଲ ସରଗରମ ଥିବା ବେଳେ ସାଂସଦଙ୍କ ବ୍ୟବହାରକୁ ନେଇ ଅସନ୍ତୋଷ ବୃଦ୍ଧି ପାଇଛି । ତେବେ ଜୟା ପ୍ରଚାର କରୁଥିବା ସମୟରେ ଜଣେ ଫ୍ୟାନ ସେଲଫି ନେବାକୁ ଉଦ୍ୟମ କରିବା ବେଳେ ଠେଲିଦେଲେ ସମାଜବାଦୀ ପାର୍ଟିର ସାଂସଦ ଜୟା ବଚ୍ଚନ।…
Read More...