Browsing Tag

Kolkata

ଆଇନ୍ କଲେଜ ଛାତ୍ରୀଙ୍କୁ କଲେଜ ପରିସରରେ ତିନି ବ୍ୟକ୍ତି କଲେ ଗଣଦୁଷ୍କର୍ମ

କୋଲକାତା-: ଜୁନ୍ ୨୬ ତାରିଖରେ କୋଲକାତାର କସବା ଅଞ୍ଚଳରେ ଦକ୍ଷିଣ କୋଲକାତା ଆଇନ୍ କଲେଜର ଜଣେ ୨୪ ବର୍ଷୀୟା ପ୍ରଥମ ବର୍ଷର ଛାତ୍ରୀଙ୍କୁ କଲେଜ ପରିସରରେ ତିନି ଜଣ ବ୍ୟକ୍ତି ଗଣଦୁଷ୍କର୍ମ କରିଥିଲେ। ଆରଜି କର ହସ୍ପିଟାଲ ବଳାତ୍କାର ଏବଂ ହତ୍ୟା ମାମଲାର ୧୦ ମାସ ପରେ ଘଟିଥିବା ଏହି ଘଟଣା…
Read More...

ନିକଟରେ ଭାରତ-ପାକିସ୍ତାନ ସୀମାରେ ଉତ୍ତେଜନା ଯୋଗୁ ବନ୍ଦ ରହିଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ ଆଜିଠୁ ଆରମ୍ଭ

ନୂଆଦିଲ୍ଲୀ-: ନିକଟରେ ଭାରତ-ପାକିସ୍ତାନ ସୀମାରେ ଉତ୍ତେଜନା ଯୋଗୁ ବନ୍ଦ ରହିଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଅବଶିଷ୍ଟ ମ୍ୟାଚ ଶନିବାର ଠାରୁ ପୁଣି ଆରମ୍ଭ ହେବାକୁ ଯାଉଛି । ୬ଟି ଭେନ୍ୟୁରେ ଅବଶିଷ୍ଟ ୧୭ଟି ମ୍ୟାଚ ଅନୁଷ୍ଠିତ ହେବ । ବେଙ୍ଗାଲୁରୁ, ଜୟପୁର, ଦିଲ୍ଲୀ, ଲକ୍ଷ୍ନୌ,…
Read More...

ଇଡେନ ଗାର୍ଡେନ୍ସ ଷ୍ଟାଡିୟମକୁ ବୋମାରେ ଉଡାଇଦେବା ପାଇଁ ଧମକ

କୋଲକାତା-: ଭାରତୀୟ କ୍ରିକେଟ ଜଗତର ସବୁଠାରୁ ବଡ଼ ଟୁର୍ଣ୍ଣାମେଣ୍ଟ ମଧ୍ୟରୁ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ଅନ୍ୟତନ । ଆଇପିଏଲ -୨୦୨୫ ବର୍ତ୍ତମାନ ଜାରି ରହିଛି । ଏହାରି ମଧ୍ୟରେ ଏକ ଧମକ ପୂର୍ଣ୍ଣ ମେଲ ମିଳିଛି । ଏହି ମେଲରେ ଲେଖାଯାଇଛି, ଆମେ ତୁମ ଷ୍ଟାଡିୟମକୁ ବୋମାରେ ଉଡାଇଦେବୁ ।…
Read More...

ବିଳମ୍ବିତ ରାତିରେ ହୋଟେଲରେ ନିଆଁ ଲାଗି ୧୪ ଜଣଙ୍କ ମୃତ୍ୟୁ

କୋଲକାତା-: କୋଲକାତାରେ ଭୟଙ୍କର ଅଗ୍ନିକାଣ୍ଡ । ବିଳମ୍ବିତ ରାତିରେ ହୋଟେଲରେ ନିଆଁ ଲାଗି ୧୪ ଜଣଙ୍କ ମୃତ୍ୟୁ । କୋଲକାତାର ମାଛୁଆ ଫଳମଣ୍ଡି ଅଞ୍ଚଳର ରିତୁରାଜ ହୋଟେଲରେ ନିଆଁ ଲାଗିଯାଇଥିଲା । ୧୪ ଟି ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଗୁରୁତର ଅବସ୍ଥାରେ ଅନେକ ଲୋକଙ୍କୁ ଉଦ୍ଧାର କରି…
Read More...

ବୈଭବ ଓ ବରୁଣଙ୍କ ଘାତକ ବୋଲିଂ ଆଗରେ ଧରାଶାୟୀ ହାଇଦ୍ରାବାଦ

ବ୍ୟୁରୋ-: ଚଳିତ ଆଇପିଏଲ୍‌ରେ ଗୁରୁବାର ଖେଳାଯାଇଥିବା ମ୍ୟାଚରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ୮୦ ରନ୍‌ର ବଡ଼ ବ୍ୟବଧାନରେ ସନରାଇଜର୍ସ ହାଇଦ୍ରାବାଦ (ଏସ୍‌ଆର୍‌ଏଚ୍‌)କୁ ପରାସ୍ତ କରିଛି। ଏହା କୋଲକାତାର ଚତୁର୍ଥ ମ୍ୟାଚରେ ଦ୍ୱିତୀୟ ବିଜୟ ହୋଇଥିବା ବେଳେ ହାଇଦ୍ରାବାଦ ଲାଗି ଏହା…
Read More...

ଅଭୟାଙ୍କୁ ନ୍ୟାୟ ଦେବାକୁ ମମତାଙ୍କ ଗଡ଼ରେ ବିକ୍ଷୋଭ : ପୋଲିସ ଆନ୍ଦୋଳନ କାରି ମୁହାଁମୁହିଁ

କୋଲକାତା: ଅଭୟାଙ୍କୁ ନ୍ୟାୟ ଦେବାକୁ ଆଜି ମମତାଙ୍କ ଗଡ଼ରେ ମହା ବିକ୍ଷୋଭ। ଛାତ୍ର ସଂଗଠନର ଆନ୍ଦୋଳନ ବେଳେ ପୋଲିସ ସହ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି। ବ୍ୟାରିକେଡ୍ ଡେଇଁ ଧସେଇ ପଶିବାକୁ ଉଦ୍ୟମ ବେଳେ ଉତ୍ତେଜନା ପରିସ୍ଥିତି ଦେଖା ଦେଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଫିସ୍…
Read More...

କେକେଆରର ପରାମର୍ଶ ଦାତା ହେବେ ରାହୁଲ ଦ୍ରାବିଡ !

କୋଲକତା; କେକେଆର ପରାମର୍ଶ ଦାତା ହେବେ ରାହୁଲ ଦ୍ରାବିଡ । ଏନେଇ ଅଫର ଦେଇଛି କେକେଆର । କାରଣ ରାହୁଲ ଦ୍ରାବିଡଙ୍କ ଚମତ୍କା ପ୍ରଦର୍ଶନ କେକେଆର ଦେଖି ନିଜକୁ ଆଡକୁ ଟାଣିବାକୁ ଚେଷ୍ଟା କରୁଥିବା ଚର୍ଚ୍ଚା ହେଉଛି । କେକେଆର ପୂର୍ବରୁ ଗୌତମ ଗମ୍ଭୀରଙ୍କ ପ୍ରତିନିଧିତ୍ଵରେ ଦୁଇ ଥର ଆଇପିଏଲ…
Read More...

କୋଲକାତାରୁ ଓଡ଼ିଶାକୁ ଆସୁଥିବା ବସରେ ଅଗ୍ନିକାଣ୍ଡ , ଜଳିଗଳେ ମହିଳା ଯାତ୍ରୀ

ଖଡଗପୁର : ଓଡିଶା ଆସୁଥିବା ବସରେ ଲାଗିଲା ନିଆଁ । ପଶ୍ଚିମବଙ୍ଗ କୋଲକାତା ବାବୁଘାଟରୁ ପାରାଦୀପ ଅସୁଥିଲା ଯାତ୍ରୀବାହୀ ବସ । ଖଡଗପୁର ନିକଟରେ ଚଳନ୍ତା ବସରେ ଲାଗିଯାଇଥିଲା ନିଆଁ । ଅଗ୍ନିକାଣ୍ଡରେ କେନ୍ଦ୍ରାପଡାର ମର୍ଶାଘାଇ ବ୍ଲକର ନୋଳିଆ ଚକପୁର ଗାଁର ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି ।…
Read More...

ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ବେଳେ ହିଂସା; ୯ ମୃତ

କୋଲକାତା: ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ମତଦାନ ଚାଲିଛି। କଡା ସୁରକ୍ଷା ମଧ୍ୟରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି । ନିର୍ବାଚନକୁ ଶାନ୍ତିପୂର୍ଣ୍ଣ ଭାବେ ପରିଚାଳନା କରିବା ପାଇଁ ରାଜ୍ୟରେ ସୁରକ୍ଷା ବାହିନୀ ନିୟୋଜିତ କରାଯାଇଛି, କିନ୍ତୁ ଏହା ସତ୍ତେ ଅନେକ ଅଞ୍ଚଳରୁ ହିଂସା…
Read More...

ପଶ୍ଚିମବଙ୍ଗ ହିଂସା ଘଟଣାରେ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ କୋଲକାତା ହାଇକୋର୍ଟ

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ସମୟରେ ଘଟିଥିବା ହିଂସା ସମ୍ପର୍କରେ କଲିକତା ହାଇକୋର୍ଟ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ବଙ୍ଗଳା ରାଜ୍ୟର ବିରୋଧୀ ଦଳ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ। ଏଥିରେ ବିଜେପି, କଂଗ୍ରେସ ଏବଂ ସିପିଏମ୍ ସାମିଲ…
Read More...