Browsing Tag

knife attack

ବିଲାତି ପାଇଁ ଛୁରାମାଡ : ଜଣେ ଆହତ, ଆଉ ଜଣେ ଗୁରୁତର

ଘଷିପୁରା: ଟମାଟୋ ଦର ଏବେ ଆକାଶଛୁଆଁ । ଟମାଟୋକୁ ନେଇ ହୋଇଛି ଛୁରାମାଡ । ଏ କଥାଟି ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏପରି କିଛି ଘଟିଛି ଘଷିପୁରାରେ ।ଏହି ଘଟଣା ଘଟିବା ପରେ ସ୍ଥାନିୟ ଅଞ୍ଚଳରେ ବେଶ ରୋଚକ ପରିସ୍ଥିତି ସୃଷ୍ଟି କରିଛି । ସୂଚନା ମୂତାବକ ଘଷିପୁରା ଥାନା ବାଲିପାଳ…
Read More...