Browsing Tag

KL Rahul

ଆଜିଠୁ ଭାରତ-ଦକ୍ଷିଣଆଫ୍ରିକା ଦିନିକିଆ ସିରିଜ, ରାଞ୍ଚିରେ ପ୍ରଥମ ମ୍ୟାଚ

ଆଜିଠୁ ଭାରତ-ଦକ୍ଷିଣଆଫ୍ରିକା ଦିନିକିଆ ସିରିଜ । ରାଞ୍ଚିରେ ଖେଳାଯିବ ପ୍ରଥମ ମ୍ୟାଚ । ଲୋକେଶ ରାହୁଲଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ଟିମ ଇଣ୍ଡିଆ । ଆଜି ୩ ଟିକିଆ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ରାଞ୍ଚିରେ ଖେଳାଯିବ । ଅଭିଜ୍ଞ ରୋହିତ ଶର୍ମା ଏବଂ ବିରାଟ କୋହଲି ଏହି ସିରିଜରେ ଖେଳିବେ ।…
Read More...

କେଏଲ ରାହୁଲଙ୍କୁ ODI ସିରିଜ୍ ଅଧିନାୟକ, ଟିମ୍ କୁ ଫେରିଲେ ଅନେକ କିମ୍ୱଦନ୍ତୀ ଖେଳାଳି

ODI Series: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟେଷ୍ଟ ସିରିଜ ପରେ, ODI କ୍ରିକେଟ୍ ଖେଳାଯିବ। ଏହି ସିରିଜ୍ ପାଇଁ ଏବେ ଟିମ୍ ଇଣ୍ଡିଆ ଘୋଷଣା କରାଯାଇଛି। ଗୌହାଟୀରେ ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନରେ ଚୟନ କମିଟି ବୈଠକ କରି କେଏଲ ରାହୁଲଙ୍କୁ ODI ସିରିଜ୍ ପାଇଁ ଅଧିନାୟକ ନିଯୁକ୍ତ…
Read More...

ଅଷ୍ଟ୍ରେଲିଆ ସିରିଜରେ କ୍ୟାପଟେନ୍ସିକୁ ନେଇ ଅସନ୍ତୋଷ

ଅଷ୍ଟ୍ରେଲିଆରେ ହେବାକୁ ଥିବା ୩ ଦିନିଆ ସରିଜ୍ ପାଇଁ ବିସିସିଆଇ ଟିମ୍ ଘୋଷଣା କରିଛି । ଏହି ତାଲିକାରେ କ୍ୟାପଟେନ୍ ରୋହିତ ଶର୍ମା, ଭାଇସ କ୍ୟାପଟେନ୍ ହାର୍ଦିକ ପାଣ୍ଡ୍ୟାଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ କେ ଏଲ ରାହୁଲଙ୍କୁ ଅଧିନାୟକ ଦାଇତ୍ୱ ତୁଲାଇବେ । ଆଉ ଉପ ଅଧିନାୟକ ହୋଇଛନ୍ତି ଦଳର…
Read More...

ଆଜି ରାହୁଲଙ୍କ ଫିଟନେସ ଟେଷ୍ଟ , ଫିଟ ହେଲେ ଶ୍ରୀଲଙ୍କା ଗସ୍ତ

ଆହତ ହୋଇଥିବାରୁ  ଏସିଆ କପରେ  ପ୍ରଥମ ଦୁଇଟି ମ୍ୟାଚ୍ରୁ ବାଦ ପଡିଛନ୍ତି ବ୍ୟାଟସମ୍ୟାନ୍ କେଲ ରାହୁଲ । ଯାହାଫଳରେ ରାହୁଲ ଭାରତୀୟ ଦଳ ସହ ଶ୍ରୀଲଙ୍କା ଯାତ୍ରା କରିନଥିଲେ । ବେଙ୍ଗାଲୁରୁରେ ଥିବା ଜାତୀୟ କ୍ରିକେଟ୍ ଏକାଡେମୀରେ ରହି ଚିକିତ୍ସିତ ହେଉଥିଲେ। ତାଙ୍କର ସୋମବାର ଫିଟନେସ ପରୀକ୍ଷା ହେବ…
Read More...

ଏସିଆ କପ ପୂର୍ବରୁ ଟିମ ଇଣ୍ଡିଆକୁ ବଡ ଝଟକା,ଦୁଇ ମ୍ୟାଚ ଖେଳିବେନି କେଏଲ ରାହୁଲ

ଏସିଆ କପ ପୂର୍ବରୁ ଟିମକୁ ବଡ ଝଟକା । ଏସିଆ କପର ପ୍ରଥମ ଦୁଇଟି ମ୍ୟାଚ ଖେଳିବେନି କେଏଲ ରାହୁଲ । ପାକିସ୍ତାନ ଓ ନେପାଳ ବିପକ୍ଷ ମ୍ୟାଚ ଖେଳି ନପାରନ୍ତି କେଏଲ ରାହୁଲ । ଏନେଇ ସୂଚନା ଦେଇଛନ୍ତି ଟିମର କୋଚ ରାହୁଲ ଦ୍ରାବିଡ । ବେଙ୍ଗାଲୁର ଅଲୁରରେ ଚାଲିଥିବା ଏସିଆ କପରେ ଚାଲିଥିବା କ୍ୟାମ୍ପ…
Read More...

ଅନଫିଟ ରାହୁଲଙ୍କୁ ଦଳରେ ମିଳିଲା ସ୍ଥାନ, କାରଣ କହିଲେ ଅଜିତ ଅଗରକର

ନୂଆଦିଲ୍ଲୀ: ଏସିଆ କପ୍‌ ୨୦୨୩ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ମୋଟ ୧୭ ଜଣିଆ ଦଳ ଘୋଷଣା କରିଛନ୍ତି ଭାରତୀୟ ସିନିୟର କ୍ରିକେଟ୍‌ ଚୟନ କମିଟି । ଦୀର୍ଘ ଦିନ ପରେ ଟିମ୍‌କୁ ଫେରିଛନ୍ତି ଶ୍ରେୟସ ଆୟର ଏବଂ କେଏଲ୍‌ ରାହୁଲ୍‌ । ଅଧିନାୟକ ଦାୟିତ୍ବ ରୋହିତ ଶର୍ମା ତୁଲାଇବେ ସେହିପରି ଉପ…
Read More...

କେଏଲ ରାହୁଲଙ୍କ ସଫଳ ଅସ୍ତ୍ରୋପଚାର

ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟର ତଥା ଲକ୍ଷ୍ନୌ ସୁପରଜିଆଣ୍ଟସର ଅଧିନାୟକ କେଏଲ ଆହତ ଆହତ ଜଙ୍ଘର ସଫଳ ଅସ୍ତ୍ରୋପଚାର ହୋଇଛି । ଆଉ ଅସ୍ତ୍ରୋପଚାର ପରେ ରାହୁଲ ଓ୍ଵାକର ଷ୍ଟିକ ଧରି ଚାଲୁଛନ୍ତି । ଯାହାର ଫଟୋ ସାମ୍ନାକୁ ଆସିଛି । ସର୍ଜରୀ ପରେ କେଏଲ ରାହୁଲ ଇନଷ୍ଟାଗ୍ରାମରେ ଫଟୋ ସେୟାର କରିଛନ୍ତି ।…
Read More...

ସଫଳତାର ସହ ସରିଲା କେଏଲ ରାହୁଲଙ୍କ ଅସ୍ତ୍ରୋପଚାର

ନୂଆଦିଲ୍ଲୀ: ସଫଳତାର ସହ ସରିଲା କେଏଲ ରାହୁଲଙ୍କ ଅସ୍ତ୍ରୋପଚାର । ଚଳିତ ଆଇପିଏଲରେ ଲକ୍ଷ୍ନୌ ସୁପରଜ୍ୟାଂଟସର ଅଧିନାୟକ ଦାୟିତ୍ୱ ସେ ତୁଲାଉଥିଲେ । ହେଲେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ମ୍ୟାଚରେ ସେ ଆଘାତପ୍ରାପ୍ତ ହୋଇଥିଲେ । ଏହା ପରେ ଡାକ୍ତର ଅସ୍ତ୍ରୋପଚାର କରିବା ପାଇଁ…
Read More...

ଆଇପିଏଲରୁ ବାଦ ପଡିଲେ କେ ଏଲ ରାହୁଲ

ଲକ୍ଷ୍ନୌ ସୁପର ଜାଏଣ୍ଟର ଅଧିନାୟକ କେ ଏଲ ରାହୁଲ ଆଇପିଏଳରୁ ବାଦ ବଡିଛନ୍ତି । ବ୍ୟାଙ୍ଗଲୋର ବିପକ୍ଷରେ ଖେଳିଥିବା ମ୍ୟାଚ ସମୟରେ ରାହୁଲଙ୍କୁ ଡାହାଣ ଜଙ୍ଘରେ ଆଘାତ ଲାଗିଛି । ତେଣୁ ସେ ଆଇପିଏଲ ମ୍ୟାଚ ଖେଳିପାରିବେ ନାହିଁ । ବିସିସିଆଇ ଓ ମେଡିକାଲ ଟିମ ଦ୍ୱାରା ଏହି ନିର୍ଣ୍ଣୟ ନେଇଛନ୍ତି । ଜୁନ…
Read More...

ଭାରତ – ଦକ୍ଷିଣ ଆଫ୍ରିକା ମ୍ୟାଚ ଖେଳିବେନି କେଏଲ୍ ରାହୁଲ

ଭୁବନେଶ୍ୱର: ବାରବାଟୀରେ ଖେଳା ଯିବାକୁ ଥିବା ଭାରତ - ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ରୁ କେଏଲ ରାହୁଲ ବାଦ୍ ପଡିବା ନେଇ ସୂଚନା ମିଳିଛି । ସେ ଆହତ ହୋଇଥିବା କାରଣରୁ ସମସ୍ତ ସିରିଜ୍ରୁ ବାଦ୍ ପଡିବା ନେଇ ମଧ୍ୟ ସୂଚନା ମିଳିଛି । ତାଙ୍କ ସ୍ଥାନରେ ଋିଷଭ ପନ୍ଥ ନେତୃତ୍ୱ ନେବେ। ଏଥିଲାଗି…
Read More...